Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଖମୁକୁଟ ଡ୍ୟାମ ରୁ,, ଅଧରାତିରେ ପାଣି ଚୋର 7

ବାଲେଶ୍ୱର, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ଖମୁକୁଟ ଡ୍ୟାମ ରୁ,, ଅଧରାତିରେ ପାଣି ଚୋର,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
Article Image
ବାଲେଶ୍ୱର ଜିଲ୍ଲା ନୀଳଗିରି ଶ୍ୟାମସୁନ୍ଦର ପୁର ଦ୍ୱାରିକା ଗୁଡିଖୁଳା ଠାରେ ଅବସ୍ଥିତ ରହିଥିବା, ନୀଳଗିରି ରାଜା ଙ୍କର ଐତିହ୍ୟ କିମ୍ବଦନ୍ତୀ, ତଥା ଉତ୍ତର ଓଡିଶା ର ପୀକିନିକି ସ୍ଥାନ ଙ୍କ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ସ୍ଥାନ ଖମୁକୁଟ ଠାରେ ରାତି ଅଧରେ ଡ୍ୟାମ ର ପାଣି ଚୋରି କରିବା ଦୃଶ୍ୟ ସାମ୍ନା କୁ ଆସିଛି,, ଯଦି ଏହିପରି ଭାବେ ଦୃବୃତ୍ତ ମାନେ କରନ୍ତି ଖମୁକୁଟ ଡ୍ୟାମ ର ଜଳ ଶୂନ୍ୟ ହେବା ଶହ ସେଠାକାର କୁ ଆସୁଥିବା ବନ୍ୟ ଜନ୍ତୁ ପାଣି ନ ପାଇ ଗାଁ ମୁଖା ହେବେ, ଜନ ଜୀବନ ଙ୍କର ଜୀବନ ପ୍ରତି ବିପତି ରହିଥିବା ଆଶଙ୍କା କରାଯାଏ, ଏଣୁ ଡ୍ୟାମ ର ପାଣି ପଂଚାୟତ ପକ୍ଷରୁ ତୁରନ୍ତ ପଦେକ୍ଷପ ନେବା କୁ ସାଧାରଣ ରେ ଦାବି କରାଯାଇଛି,,