Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପଟିଲୋ ପଞ୍ଚାୟତ ନୂତନ ବିଜେପି ସଭାପତି ଚୟନ 2

ତିର୍ତ୍ତୋଲ, 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ପଟିଲୋ ପଞ୍ଚାୟତ ନୂତନ ବିଜେପି ସଭାପତି ଚୟନ
Article Image
ତିର୍ତ୍ତୋଲ:-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ପଟିଲୋ ପଞ୍ଚାୟତ ର ବିଜେପି ଦଳର ପଞ୍ଚାୟତ ସଭାପତି ଚୟନ କରାଯାଇଛି | ଏହି ଅବସରରେ ଯୁବ ସଂଗଠକ ବିନୋଦ ରାଉତ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସଭାରେ ସର୍ବସମ୍ମତି କ୍ରମେ ପ୍ରାଣକୃଷ୍ଣ ଭୋଳ ଙ୍କୁ ପଞ୍ଚାୟତ ସଭାପତି ଭାବେ ଚୟନ କରାଯାଇଥିଲା | ଏହି ଅବସରରେ ମା' ଶାରଳା ମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା, ସାଧାରଣ ସମ୍ପାଦକ ଆନନ୍ଦ ମହାନ୍ତି,ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାହୁ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି କାହ୍ନୁ ଚରଣ ସାମଲ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ଲୋକନାଥ ସ୍ଵାଇଁ, ବିନୋଦ ରାଉତ ଏବଂ ପଞ୍ଚାୟତ ର ସମସ୍ତ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରାଣକୃଷ୍ଣ ଭୋଳ ଙ୍କୁ ସ୍ୱାଗତ କରିଥିଲେ | .