ତିର୍ତ୍ତୋଲ, 26/04/2025, ବିକ୍ରମ ଓଡ଼ିଶା ନିୟୁଜ: କଂଗ୍ରେସ ତରଫରୁ ସମୂହ ଦୀପ ଦାନତିର୍ତ୍ତୋଲ-୨୬/୪-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର
ରଘୁନାଥପୁର ବ୍ଲକ କଂଗ୍ରେସ କମିଟି ରଗୋରେଖନାଥ ମନ୍ଦିର ଓ ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ
ଶାରଳା ମନ୍ଦିର ନିକଟରେ ପହାଲଗାମ୍ ଆତଙ୍କବାଦ ଆକ୍ରମଣରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀ ଓ ଅନ୍ଯ ପର୍ଯ୍ଯଟକ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମୂହ ଦୀପଦାନ ଓ ନିରବ ପ୍ରାର୍ଥନା କରାଯାଇଛି। ପିସିସି ସଭ୍ଯ ଦେବପ୍ରସାଦ ନାୟକ , ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ପୂର୍ବତନ ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ବର ପଣ୍ଡା , ଗରାମ ସରପଂଚ ପ୍ରଦ୍ଯୁମ୍ନ ଚୟନୀ , ମୂଳିସିଂହ ସରପଂଚ ସଫି ଆଜମ୍ , ସମିତିସଭ୍ଯ ରଜଂନ ସାହୁ, ପ୍ରାଚୀ ଚୟନୀ , ନାରାୟଣ ନାୟକ ,ବିଷ୍ଣୁ ବିଶ୍ବାଳ , ହେମନ୍ତ ବେହେରା , ବିଭୁ ରଜଂନ ସ୍ବାଇଁ , ସୌମ୍ଯ ରାଟସିଂ, ତପନ ନାୟକ , ବାବାଜି ସ୍ବାଇଁ , ଅଶ୍ବିନୀ ସ୍ବାଇଁ , ମନୋଜ କୁମାର ବେହେରା , ଲକ୍ଷ୍ମୀଧର ନାୟକ, ଜିତେନ୍ଦ୍ର ନାୟକ , ଚିତ୍ତରଜଂନ ଦାସ ,ପ୍ରଦିପ୍ତ ଶତପଥୀ , ବିକ୍ରମ ଦାଶ , ସରୋଜ ଦାଶ , ଶୁଭାଶିଷ ସ୍ବାଇଁ , ରିଙ୍କୁ ପାଲ୍ , ପ୍ରଶାନ୍ତ ଲେଙ୍କା, ବ୍ରଜ କିଶୋର ମଲ୍ଲିକ, ଅଚ୍ଯୁତା ନନ୍ଦ ଦାଶ , ରବି ଦାଶ , ପ୍ରମୋଦ ବେହେରା , ଉଦୟ ଭୂୟାଁ , ମାନସ ନନ୍ଦ , ସାଇ ପ୍ରଭଜଂନ ମହାପାତ୍ର , ଜ୍ଯୋତି ରଜଂନ ମଲ୍ଲିକ, ବିଶ୍ବରଜଂନ ଓଝା, ଏସ୍ କେ ମୁସ୍ତାକ , ଏସ୍ କେ ସୟଦ୍ , ତର୍ପଣ ଶତପଥି ,ପ୍ରମୁଖ ଯୋଗଦେଇଥିଲେ ।