ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମହାନ ବ୍ୟକ୍ତି ସମାଜ ସେବି ଶ୍ରୀ ସତ୍ୟାନନ୍ଦ ବିଶ୍ୱାଳ (ଟୁକୁନା )ଙ୍କ ର ଚତୃର୍ଥ ବସିକ ଶ୍ରାଦ୍ଧଉତ୍ସବ 5

କୁଜଙ୍ଗ , 26/04/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ହସିଣା ଗ୍ରାମର ଜଣେ ଜଣାଶୁଣା ମହାନ ବ୍ୟକ୍ତି ସମାଜ ସେବି ଶ୍ରୀ ସତ୍ୟାନନ୍ଦ ବିଶ୍ୱାଳ (ଟୁକୁନା )ଙ୍କ ର ଚତୃର୍ଥ ବସିକ ଶ୍ରାଦ୍ଧଉତ୍ସବ ରେ ଭାଗବତ ଟୁଙ୍ଗି ର ସମସ୍ତ ମେମ୍ବର ମାନେ ଓ ହସିଣା ଗ୍ରାମର ବାହୁ ବୁଦ୍ଧି ଜିବି ଓ ଗ୍ରାମର ମୁରବି ମାନଙ୍କ ଉପସ୍ଥିତ ରେ ଟୁକୁନା ବିଶ୍ୱାଳ ଙ୍କ ଶ୍ରୁତି ଚାଳନ କରାଯାଇଥିଲା, ହସିଣା ଗ୍ରାମର ମୁରବି ମାନେ ହେଲେ, ଶ୍ରୀ ଟୀକାନ ସ୍ୱାଇଁ, HK ଏକାଡେମୀ ର ଅଧକ୍ଷ ହରେକୃଷ୍ଣ ବିଶ୍ୱାଳ, ନାରାୟଣ ଚୌଧୁରୀ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସ୍ୱାଇଁ,ପୃବର୍ତନ ଟ୍ରଷ୍ଟି ବିଜୟ ସ୍ୱାଇଁ (ଅଭି )ଶ୍ରୀମତୀ ସଂଯୁକ୍ତା ବିଶ୍ୱାଳ, ସାମ୍ବାଦିକ ବିଭୁ ପ୍ରସାଦ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସ୍ବରର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ 5ମିନିଟ ନିରବ ପ୍ରାଥନା କରାଯାଇ ଥିଲା ଓ ପରେ ପନ୍ତି ଭୋଜନ ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା
Article Image
Article Image