Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପାରାଦ୍ୱୀପ , 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଇଫକୋ ଛକ ନିକଟରେ ଏକ ଭୟା ଭୟ ସଡ଼କ ଦୃଘଟଣା ଏକ ସ୍କୁଟି ରେ ପାରାଦ୍ୱୀପ ଗଡ଼ ଯାଉଥିବା ବେଳେ ମୁଣ୍ଡ ଉପରେ ଚଢି ଗଲା ଗାଡି ଗାଡି ଚାଳକ ଘଟଣା ସ୍ଥଳରେ ମୃତ ମୃତ ବ୍ୟକ୍ତି ଙ୍କ ନାମ ଧୂର୍ଵ ଶିରୋମଣି, ପିତା -କିଶୋର ଶିରୋ ମଣି ଧୂର୍ଵ ଇଫକୋ କମ୍ପାନୀ ରେ କାମ କରନ୍ତି, ସେ ପାରାଦ୍ୱୀପ ଗଡ଼ ରେ ରହୁଥିଲେ ତାଙ୍କ ଘର ପାଣ୍ଡରସିଂହ, ps -ଗଣିଆ, ନୟାଗଡ ବୋଲି ଜଣାପଡିଛି