Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କାଳବୈଶାଖୀ ତାଣ୍ଡବ ରେ ଉଡେଇଲା ଛପର,, 2

ଔପଦା, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: କାଳବୈଶାଖୀ ତାଣ୍ଡବ ରେ ଉଡେଇଲା ଛପର,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
Article Image
ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆ ପାଟଣା ଗ୍ରାମ ର ସୁଦାମ ଚନ୍ଦ୍ର ମଲିକ ଙ୍କର ଘର କାଳବୈଶାଖୀ ତାଣ୍ଡବ ରେ ଉଡେଇଲା ଛପର,ସହାୟତା ନିମନ୍ତେ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି,ଅପରପକ୍ଷେ ବାରମ୍ବାର ପୂର୍ବରୁ ସନ୍ତରା ଗଡିଆ ରାଜ୍ବସ ନିରୀକ୍ଷକ ଅଧିକାରୀ ଓ ଔପଦା ବିଡ଼ିଓ, ବାଲେଶ୍ୱର ଜିଲ୍ଲାପାଳ ଅଧିକାରୀଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ ମଧ୍ୟ କୋଣସି ଫଳପ୍ରଦ ମିଳି ପାରିନି,,ତେଣୁ ଶ୍ୟାମସୁନ୍ଦର ପୁର ପଂଚାୟତ ଅଧିକାରୀ ଦୀର୍ଘ ଚାରି ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ରେ ଇନକ୍ୱାଆରୀ କରି ସୁଦାମ ଚନ୍ଦ୍ର ମଲିକ ଙ୍କୁ ଆଶ୍ୱସନା ଦେବା ରେ ଅବହେଳା କରୁ ନାହାନ୍ତି, ତେଣୁ ତୁରନ୍ତ ସୁଦାମ ଚନ୍ଦ୍ର ମଲିକ କୁ ପ୍ରଧାନମନ୍ତ୍ରୀ ଆବାସରେ ଅନ୍ତରର୍ଭୁକ୍ତ କରିବାକୁ ସାଧାରଣ ରେ ଦାବି କରାଯାଇଛି,,