Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗୋରଡ଼ ଶନିଶ୍ଚର ପୀଠରେ ଜଳାଭୀଷେକ କଲେ ଭକ୍ତ 2

କୁଜଙ୍ଗ, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗୋରଡ଼ ଶନିଶ୍ଚର ପୀଠରେଜଳାଭୀଷେକ କଲେ ଭକ୍ତ
Article Image
କୁଜଙ୍ଗ :3/5କୁଜଙ୍ଗ ବ୍ଲକ ଅନ୍ତର୍ଗତଗୋରଡ଼ ପଂଚାୟତ ଠାରେ ଥିବା ଶନିଶ୍ଚର ପୀଠ ରେ ଆଜି ଭକ୍ତ ମାନେ ଜଳାଭିଷେକ କରିଛନ୍ତି,ଆଜିର ତିଥିରେ ଗ୍ରହରାଜ ଶନିଦେବ ଆବ୍ରି ଭାବ ହେଇଥିଲା ତେଣୁ ଭକ୍ତ ମାନେ ଶନି ଦେବ ଙ୍କୁଜଳ ଲାଗି କଲେ ମନସ୍କାମନା ପୁର୍ଣହୋଇ ଥାଏ l ଏନେଇ ମନ୍ଦିର ର କର୍ମକର୍ତ୍ତା ମାନେ ମନ୍ଦିର କୁ ସୁସଜିତକରିବା ସହ ନାମ, ସଂକୀର୍ତନ,ଯଜ୍ଞମହୋତ୍ସବ ଆଦି ଆୟୋଜନ କରି ଥିବା ସୂଚନା ଦେଇଛନ୍ତି, ଆଖ ପାଖ ଅଂଚଳ, ଯଥା ପଣ୍ଡୁଆ, ବଣିତ, ବୋଧଇ, ଜଗନ୍ନାଥ ପୁର ପଂଚାୟତ ର ବହୁ ଶ୍ରଦ୍ଧାଳୁ ପୁଷ୍କରିଣୀ ରେ ବୁଡ଼ପକାଇ ଜଳ କୁମ୍ଭ ନେଇ ଶନିଦେବ ଙ୍କୁ ସ୍ନାନ କରାଇ ଥିଲେ, କିଏ ପାଞ୍ଚ କୁମ୍ଭ ତ କିଏ ଏକୋଇସି କୁମ୍ଭ ଜଳଲାଗି କରୁ ଥିବା ଦେଖା ଯାଇ ଥିଲାଶ୍ରୀବତ୍ସ ପାଢ଼ୀ ଙ୍କ ରିପୋଟ, (ବିକ୍ରମ ଓଡିଶା)