Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ଓ ଏକାଦଶାହ ଉପଲେକ୍ଷେ କାଣ୍ଡେଲ ଶୋଭାଯାତ୍ରା 1

ତିର୍ତ୍ତୋଲ, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ଓ ଏକାଦଶାହ ଉପଲେକ୍ଷେ କାଣ୍ଡେଲ ଶୋଭାଯାତ୍ରାତିର୍ତ୍ତୋଲ ୩/୫- ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତର
Article Image
ଯୁବ ସମାଜ ସେବୀ ତଥା ଅନୁଷ୍ଠାନ ପ୍ରେମୀ ଦିଲୀପ ଜେନା(ବାବୁଆ ଭାଈ )ଙ୍କ ନେତୃତ୍ୱରେ ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ଓ ଏକାଦଶାହ ଉପଲେକ୍ଷେ କାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଶୁନପୁର ପଞ୍ଚାୟତର ଇନ୍ଦ୍ରାଣୀ ଛକରେ ଥିବା ପ୍ଭୁ ପଞ୍ଚମୁଖୀ ହନୁମାନ ଜୀଉଙ୍କ ପବିତ୍ର ପ୍ରାଙ୍ଗଣରେ ଜମ୍ମୁ କାଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ଓ ଏକାଦଶାହ ଉପଲେକ୍ଷେ କାଣ୍ଡେଲ ଶୋଭାଯାତ୍ରା ସହିତ ଆହତ ମାନଙ୍କ ଆସୁଆରୋଗ୍ୟ କାମନା ପାଇଁ ପଞ୍ଚମୁଖୀ ହନୁମାନ ଜୀଉ ଙ୍କ ପ୍ରାଙ୍ଗଣରେ ୧୦୮ ଦୀପ ଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ବିଜେଡି ବରିଷ୍ଠ ଉପ ସଭାପତି ବସନ୍ତ କୁମାର ମହାପାତ୍ର (ଵଚୁଭାଈ), ଅମୁଲ୍ୟ ମହାପାତ୍ର, ଏମ୍ବିକେ, ସିଆରପି, ସ୍ୱୟଂସହାୟକ ଗୋଷ୍ଠୀରେ ମହିଳା ସଦସ୍ୟ ମାନଙ୍କ ସହିତ ବିଶୁନପୁର ପଞ୍ଚାୟତ ଜନସାଧାରଣମାନେ ଉପସ୍ଥିତ ରହିଥିଲେ l
Article Image