Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସନିଦେବ ମନ୍ଦିର ରେ ଜଳ ଅଭିଷେକ 3

ପାରାଦ୍ୱୀପ , 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ସନିଦେବ ମନ୍ଦିର ରେ ଜଳ ଅଭିଷେକ -ପାରାଦ୍ୱୀପ ରୁ ପ୍ରମୋଦ କୁମାର ଦାସ ଙ୍କ ରିପୋର୍ଟ ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଜଗନାଥପୁର ରେ ଥିବା ଶନି ମନ୍ଦିର ରେ ଜଳ ଅଭିଷେକ ପାଇଁ ବହୁତ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିରହିଥିଲା ଏଥିରେ କୁଜଙ୍ଗ ପୋଲିସ ପ୍ରଶାସନ ଅଗ୍ନିଶମ ବାହିନୀ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଏଥିରେ ପୂଜା କମିଟି ର ସମସ୍ତ ସଦସ୍ୟ ମାନେ ଶ୍ରଦ୍ଧାଳୁ ଙ୍କୁ ସହଯୋଗ କରିଥିଲେ ଶନି ଦେବ ଙ୍କ ପାଖରେ ପସାଦ ସେବନ ର ଵେବସ୍ତା କରାଯାଇଥିଲା ଏଥିରେ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ପସାଦ ସେବନ କରିଥିଲେ
Article Image