Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତୋଲ, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ରେ ବିଜୁଳି ଶଙ୍କଟ ପିଛାଛାଡ଼ୁନି, ଅସ୍ତ ବ୍ୟସ୍ତ ରେ ଗ୍ରାହକ

ତିର୍ତୋଲ 5/5 ତିର୍ତୋଲ ବଜ଼ାର ରେବିଜୁଳି ସଙ୍କଟ, ଅସୁବିଧା ଭୋଗୁଛନ୍ତିବଜୁଳି ଗ୍ରାହକ, କମ୍ପ୍ଲେନ କଲେ କେହି ଶୁଣୁ ନାହାନ୍ତି, ମନ ମାନୀରେ ଚାଲିଛି ବିଜୁଳି ସେବା lପ୍ରତି ମାସରେ କୋଡିଏ ଦିନ ତିର୍ତୋଲ ବଜ଼ାର ରେ ବିଜୁଲି କଟୁଛି,ଦୂର ଦୁରାନ୍ତ ରୁ ଛାତ୍ର ଛାତ୍ରୀ ମାନେକୋଚିଙ୍ଗି, କମ୍ପୁଟର ଟ୍ରେନିଂ ପାଇଁ ଆସି ହରକତ ହେଉଥିବା ବେଳେସକାଳୁ ସକାଳୁ ବିଜୁଳି ନ ରହିବାରୁପାଣି ଟାଙ୍କିକୁ ପାଣି ଉଠି ପାରୁନି, ପାନୀୟ ଜଳ ପ୍ରକଳ୍ପ ମଟର ଚାଲିପାରୁନି, ଫଳରେ ଜନ ସାଧାରଣ ଙ୍କୁପାନୀୟ ଜଳ ଯୋଗାଇ ବାରେ ବିଫଳ ହେଉ ଛନ୍ତି RWSS କର୍ମଚାରୀ, ବର୍ତମାନ ଗ୍ରୀଷ୍ମ କୁ ଆଖି ଆଗରେ ରଖି ସରକାର ସକାଳୁଆଅଫିସି କରିଛନ୍ତି, ହେଲେ ଅଫିସିରେ ବସି ହେଉନି ବୋଲି ଗ୍ରାମ୍ୟ ନିର୍ମଣା,ତିର୍ତୋଲ ବ୍ଲକ, ହଟି କଲଚର ଫାର୍ମ,କୃଷି କାର୍ଯ୍ୟାଳୟ, ଅବକାରୀ ଥାନା ଆଦି ସରକାରୀ ଅଫିସି କର୍ମଚାରୀମାନେ ଅଭିଯୋଗ କରୁ ଛନ୍ତି, ବିଶେଷ କରି ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛତ୍ର ଛାତ୍ରୀ ମାନେ ପାଠପଢି ବାକୁ ଆସି ବିଜୁଳି ନଥିବାରୁଅସୁବିଧା ର ସମୁଖୀନ ହେଉ ଛନ୍ତିସକାଳୁ ସକାଳୁ ତିର୍ତୋଲ ବଜାର ରୁବିଜୁଳି କାଟି ଲୋକ ଙ୍କୁ ଅସୁବିଧାରେପକାଇ ଟାଟା ପାୱାର କି ଆନନ୍ଦ ପାଉଛି ବୁଝା ପଡିନି, କିଛି ସୂଚନା ମିଳୁଛି ଏଠାରେ କାର୍ଯ୍ୟ ରତ କର୍ମ ର୍ଚାରୀ ବିଭିର୍ନ ଫାର୍ମ ରୁ ଚାନ୍ଦା ଉଠାଉ ଛନ୍ତି, ତେଣୁ ମଝିରେ ମଝିରେ ହଇରାଣ ଲୋକଙ୍କୁ ନକଲେସେମାନଙ୍କୁ ଲୋକେ ଡରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି,ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋଟ (ବିକ୍ରମ ଓଡିଶା )