Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶୋଷିଲା ମଣିଷର ଦେବଦୁତ ସାଜିଲେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରି 2

ଜଗତସିଂହପୁର , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶୋଷିଲା ମଣିଷର ଦେବଦୁତ ସାଜିଲେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରି
Article Image
ହଁ ଆଜ୍ଞା ଦର୍ଶକ ବନ୍ଧୁ ସାରା ଜିଲ୍ଲାରେ ବର୍ତମାନ ଚଳିତବର୍ଷ ରେ ଖରାର ପ୍ରକୋପ ତୁହାକୁ ତୁହା ବଢୁଥିବା ବେଳେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ଏଭଳି ସମୟରେ ଜଗତସିଂହପୁର ପୌରପରିଷଦ ସଦରମହକୁମା ସ୍ଥିତ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରି ମାନେ ଏକତ୍ରିତ ହୋଇ ଖରାରେ ହଟହଟା ହେଉଥିବା ପଥିକମାନଙ୍କର ତୃଷ୍ନା ମେଣ୍ଟାଇବା ପାଇଁ ଦେବଦୁତ ସାଜି ଆଗେଇ ଆସିଥିଲେ ନିଜ ବିଦ୍ୟାଳୟ ର ନା ରଖିବା ପାଇଁ ପଦକ୍ଷେପ ନେଉଛନ୍ତି ଏବଂ ବାଟର ପଥିକ ମାନଙ୍କ ତୃଷ୍ନା ମେଣ୍ଟାଇବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକିତ୍ରିତ ହୋଇ ଜଳଛତ୍ର ଖୋଲି ରାସ୍ତା ରେ ଯାଉଥିବା ପଥିକମାନଙ୍କର ତୃଷ୍ନା ମେଣ୍ଟାଇବାକୁ ପ୍ରୟାସ ଜାରି ରଖିଛନ୍ତି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରି ମାନଙ୍କ ର ଏଭଳି ପ୍ରୟାସକୁ ନେଇ ସାଧାରଣରେ ଧନ୍ୟବାଦ୍ ସୁଅ ଛୁଟିବାରେ ଲାଗିଛିଜଗତସିଂହପୁର ଜିଲ୍ଲା ରୁ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ରିପୋର୍ଟ