Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜାହା ହେଇପାରିଲାନି ୨୪ ବର୍ଷର ସରକାର ରେ ତାହା ହେଲା ୧୧ ମାସର ସରକାର ରେ 2

ଜଗତସିଂହପୁର , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜାହା ହେଇପାରିଲାନି ୨୪ ବର୍ଷର ସରକାର ରେ ତାହା ହେଲା ୧୧ ମାସର ସରକାର ରେ
Article Image
ହଁ ଆଜ୍ଞା ଦର୍ଶକ ବନ୍ଧୁ ଦିର୍ଘି ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ଯେଉଁଭଳି ଭାବେ ମଣ୍ଡାସାହି ଓ ସୋଭାମୁଳ ପଞ୍ଚାୟତ ବାସୀ ଅଭିଯୋଗ କରିଥିଲେ ଜାହାକୁ ପ୍ରତୀଶୃତି ଦେଇ ବିଜେଡି ସରକାର ପ୍ରତାରଣା କଲେ ଦିର୍ଘ ୧୧ ମାସର ବିଜେପି ସରକାର ଜିଏ ଲୋକଙ୍କ ସରକାର କହୁଥିବା ବର୍ତମାନ ତାହା ପୁରଣ କରି ଛନ୍ତି ଏହାକୁ ବାସ୍ତବ ରୁପ ଦେଇଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଆଜିକା ଦିନରେ ଲୋକଙ୍କ ନିକଟତର ହୋଇପାରିଛି ଏବଂ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି।ସୁଚନାରୁ ପ୍ରକାଶ ଜଗତସିଂହପୁର ବ୍ଲକ ସଦର ମଣ୍ଡାସାହି ପଞ୍ଚାୟତ ଠାରେ ମଧୁସୂଦନ ପୁର ସଫେଇ ରେ ଜଳ ଅମଳ ପ୍ରକ୍ଳପ ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ସୋଭାମୁଳ ପଞ୍ଚାୟତ ରେ ଗୋବରୀ ନଦୀ ତିନୋଟି ଶାଖା ଉନ୍ନତି କରଣ ର ଭିତ୍ତି ପ୍ରସ୍ତର ସ୍ଥାପନ ଦୁଇଟି ସ୍ତାନରେ ଜଳସମ୍ପଦ ବିଭାଗ ପଖ୍ୟରୁ ଜଳଅମଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇଥିବା ବେଳେ ଜଳ ସମ୍ପଦ ବିଭାଗ ର ଏସ ଇ ବିପ୍ଲବ କିଶୋର ସାହୁ ଓ ଏସ ଡି ଓ ନକୁଳ ଗୋଛୟତ ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର ସନତ ମାହାଲିପଞ୍ଚାୟତ ସମିତି ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା ଓ ମଣ୍ଡାସାହି ପଞ୍ଚାୟତ ସରପଞ୍ଚ ଶ୍ରିମତି ପୁଷ୍ପଲତା ଦାସ ଏବଂ ସମିତି ସଭ୍ୟା ଶ୍ରିମତୀ କଳ୍ପନା ଭୋଇ ସୋଭାମୁଳ ପଞ୍ଚାୟତ ସରପଞ୍ଚ ବିପିନ ଭୋଇ ସମିତି ସଭ୍ୟା ସୌଦାମିନୀ ଓଝା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଭିତ୍ତି ଦେଇ ମାନ୍ୟବର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଦ୍ବାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଘଟଣାସ୍ଥଳରେ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଓ ବରିଷ୍ଠ ବିଜେପି ନେତା ଓ କର୍ମକର୍ତ୍ତା ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ହେଲେ ଫଳକରେ ନାମ ଥିବା ବାହୁବଳୀ ନେତାଙ୍କ ଦର୍ଶନ ମିଳିନଥିଲା ଅନ୍ୟପଟେ ଗୃହ ସତୃ ଙ୍କ ଯେଉଁ ଭଳି ଭାବରେ ଜାଲ ବିଛାଇଥିଲେ ତାହା ମଧ୍ୟ ଫେଲ ମାରିଛି ଜାହାର ରେକର୍ଡିଙ୍ଗ ଆମ ହାତରେ ଲାଗିଛି। ଏଠି ପ୍ରଶ୍ନ ଉଠେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଜିଏ ସଦାବେଳେ ଜଗତସିଂହପୁର ନିର୍ବାଚନମଣ୍ଡଳୀ ର ଲୋକଙ୍କ ମନରେ ହସ ଫୁଟେଇବା ପାଇଁ ଦିନ ରାତି ଏକ କରିବାରେ ଲାଗିପଡିଛନ୍ତି ହେଲେ କିଛି ଗୃହସତୃ ବାରମ୍ବାର ଚକ୍ରାନ୍ତ କରି ଲୋକଙ୍କ ମନରେ ବିଷ ଭରୁଥିବା ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି। ବିରୋଧି ଙ୍କ ଠାରୁ ଦୁଇ ପାଦ ଆଗକୁ ଜାଇ ବିଜେପି ସରକାର ଙ୍କୁ ବଦନାମ କରିବାକୁ ପଛାଉ ନାହାନ୍ତି। କଥା ରେ ଅଛି ସହେ ଘୋଡା କୁ ସହେ ହାତି ଏକା ଲଢୁଛି ମହାରଥୀ ସେହିଭଳି ଜଗତସିଂହପୁର ନିର୍ବାଚନମଣ୍ଡଳୀ ରେ ବିଧାୟକ ଅମରେନ୍ଦ୍ର ଦାସ ଲୋକଙ୍କ ପାଇଁ ଲଢି ଆଜି ଲୋକଙ୍କ ନିକଟତର ହୋଇପାରିଛନ୍ତି।ଜାହାକୁ ନେଇ ଗୃହସତୃ ଓ ବିରୋଧୀ ଙ୍କ ମଧ୍ୟରେ ପୋଡ଼ା ହେଉଛି ବୋଲି ଏଭଳି କରୁଛନ୍ତି ଜାହା ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ଶୁଣିବାକୁ ମିଳୁଛି। ତେବେ ଦେଖିବାର ଅଛି ସାଧାରଣ ଜନତା ଙ୍କ ପାଇଁ ସ୍ବର ଉଠାଇବା ଓ କାମ କରିବା ଏବଂ ବିଜେପି ସରକାର କିଭଳି ଲୋକଙ୍କ ସରକାର ଲୋକଙ୍କ ପାଖରେ ପହଞ୍ଚେଇବା ର ସ୍ଵପ୍ନ କେବେ ପୁରଣ ହେଉଛି
Article Image
ଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ଊ