Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆଇ.ଏଚ ଆର ଡି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଲେ ଇଂ. ବିଶ୍ୱଜିତ ପଣ୍ଡା, 1

କୁଜଙ୍ଗ , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆଇ.ଏଚ ଆର ଡି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଲେ ଇଂ. ବିଶ୍ୱଜିତ ପଣ୍ଡା, କୁଜଙ୍ଗ ୫/୦୫ ଭୁବନେଶ୍ୱର ର ବୁଲନ ଭାଇ ସେବା ଭବନ ଠାରେ ଆଜି ଭାରତୀୟ ମାନବଧିକାର ରକ୍ଷକ ତରଫରୁ ପ୍ରଶିକ୍ଷଣ ଶିବିର ଓ ପ୍ରମାଣ ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ସଂମାନୀତି ଅତିଥି ଭାବେ ଯୋଗ ଦେଲେ ପାରାଦ୍ୱୀପ ର ଜଣା ଶୁଣା ଯୁବ ସମାଜସେବୀ ତଥା ସ୍ପିଟିଆ ର ସାଧାରଣ ସମ୍ପାଦକ ଇଂ ଶ୍ରୀଯୁକ୍ତ ବିଶ୍ୱଜିତ ପଣ୍ଡା, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଜଜ ଶ୍ରୀଯୁକ୍ତ ଉମା ଚରଣ ମିଶ୍ର, ଆଇ.ଏଚ ଆର ଡ଼ି ର ଅଧକ୍ଷ ଆର. ସୁଯ୍ୟକାନ୍ତ, ସଭାପତି ଏମ,ଡ଼ି ମଜହର ଅସରତ ପ୍ରମୁଖ ଯୋଗଦେଇଥିଲେ, ସର୍ବ ପ୍ରଥମେ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ପୁଷ୍ପ ଗୋଛ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା, ପରେ କାଶ୍ମୀରି ର ପହେଲେ ଗ୍ରାମରେ ଆତଙ୍କବାଦୀ ଦ୍ୱାରା ନିହତ ହୋଇଥିବା ପର୍ଯ୍ୟଟକ ମାନଙ୍କ ଆତ୍ମାର ଶାନ୍ତି ପାଇଁ ସଭାରେ ନିରବ ପ୍ରାଥନା କରାଯାଇ ପରିଶେଷରେ ଜାତୀୟ ଗାନ କରାଯାଇଥିଲା, ମଞ୍ଚରେ ଇଂ. ବିଶ୍ୱଜିତ ପଣ୍ଡାଙ୍କୁ ପୁଷ୍ପ ଗୋଛ ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ପ୍ରତ୍ୟକ ଜିଲାରୁ ଆସିଥିବା ସଦସ୍ୟ ଓ ସଦ୍ୟସା ମାନଙ୍କୁ ଉପଡକନ ସହିତ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା, ଆଗାମୀ ଦିନରେ କିପରି ସାଧାରଣ ଲୋକଙ୍କ ମୌଳିକ ଅଧିକାର ପାଇଁ ଦୃଢତାର ସହ କାର୍ଯ୍ୟ କାଟିବ ସେ ବିଷୟରେ ସଭାରେ ଆଲୋଚନା ହୋଇଥିଲା,ଓଡ଼ିଶାରେ ଗ୍ରୀଷ୍ମ ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି, ଯନବହୁଳ ରାଜଧାନୀ କୁ ଆସୁଥିବା ଶ୍ରମିକ /ପଥିକ ମାନଙ୍କ ପାଇଁ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଜଳଛାତ୍ର ବିତରଣ କରାଯିବ ବୋଲି ସ୍ପିଟିଆର ସାଧାରଣ ସମ୍ପାଦକ ଇଂ. ବିଶ୍ୱଜିତ ପଣ୍ଡା ତାଙ୍କ ଅଭିଭାଷଣ ରେ କହିଥିଲେ, ଏପରି କାଯ୍ୟକ୍ରମ ଟିକୁ ରାଜନେତା ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି.
Article Image
Article Image