Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଭାରତୀୟ କିଷାନ ସଂଗଠନ ଚାଷି ଏବଂ ଶ୍ରମିକ ଙ୍କ ଅଧିକାର 10

ଭୁବନେଶ୍ୱର , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଭାରତୀୟ କିଷାନ ସଂଗଠନ ଚାଷି ଏବଂ ଶ୍ରମିକ ଙ୍କ ଅଧିକାର ପାଇଁ ଲଢ଼ିବା ପାଇଁ କାମ କରେଏହି ଦୁଇଟି ଶ୍ରେଣୀ ଦେଶରେ ସବୁ ଠାରୁ କଠିନ ପରିଶ୍ରମ କରନ୍ତି କିନ୍ତୁ ସେମାନେ ସେମାନଙ୍କ କାମ ଅନୁଯାୟୀ ଫଳାଫଳ ପାଆନ୍ତି ନାହିଁ ପ୍ରାୟତଃ ଦେଖାଯାଉଛି ଚାଷି ନିରନ୍ତର କ୍ଷେତ ରେ କାର୍ଯ୍ୟ କରୁଛି ସେ ଚାଷି ଟି କିଛି ପାଇପାରୁ ନାହଁ ଆମେ ସେହି ଶ୍ରେଣୀ ଗୁଡିକ ବିଷୟରେ କଥା ହେଉଛୁ ଯେଉଁ ଗୁଡିକ ହେଲା କାମରେ ବୋଝ ଏବଂ ସେମାନଙ୍କର ଅଧିକାର ବିଷୟରେ କଥା ନ ହୋଇ ସେମାନେ ଦେଶକୁ ଖାଦ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରନ୍ତି, ଆଜି ଭାରତୀୟ କିଷାନ ସଂଗଠନ ଦେଶରେ 14ଗୋଟି ରାଜ୍ୟ ରେ ଚାଷି ମାନଙ୍କ ଅଧିକାର ଓ ସମସ୍ୟା ର କିଭଳି ସମାଧାନ ହେବ ତାହା ସରକାର ଙ୍କ ସହ କଥା ହୋଇ ଚାଷି ମାନଙ୍କ ମୌଳିକ ଅଧିକାର ହକ ପାଇଁ ଏହି ସଂଗଠନ ର ମୂଳ ଲକ୍ଷ୍ୟଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ରୋଟାରି କ୍ଳବ ୟୁନିଟ 4ରେ ଅନୁଷ୍ଠିତ ହୋଇ ଥିଲା, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଜେନ୍ଦ୍ର ୟାଦବ, ମହିଳା ସେଲ ସଭାପତି ନିରୁପମା ଦାସ, ସୁଜାତା ପ୍ରଶାୟତ,ଜାତୀୟ ଯୁବ ସମ୍ପାଦକ, ରଂଜିତ ମଲ୍ଲିକ, ରାଜ୍ୟ ଯୁବ ସଭାପତି,ଆସିତି ସାରଙ୍ଗୀ
Article Image
Article Image