Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ ) 2

ଜଗତସିଂହପୁର , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: (ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ )ଜଗତସିଂହପୁର
Article Image
ତା =5/5/25ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ (ଏ ଆଇ ଟି ୟୁ ସି )ଜଗତସିଂହପୁର ଜ଼ିଲ୍ଲା କମିଟି ପକ୍ଷରୁ ସ୍କିମ ୱାର୍କର ମାନଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମଜୁରୀ ବୃଦ୍ଧି ଆଦି ଚାରି ଦଫା ଦାବୀ ନେଇ ଏ ଆଇ ଟି ୟୁ ସି ପକ୍ଷରୁ ସ୍ଥାନୀୟ ନିମାଇଁ ଭବନ ଠାରୁ ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ | ଏ ଆଇ ଟି ୟୁ ସି ଜ଼ିଲ୍ଲା ସଭାପତି ସୋମନାଥ ଗିରି ଙ୍କ ସଭାପତିତ୍ୱ ରେଜ଼ିଲ୍ଲା ସମ୍ପାଦକ ସୁବାଷ ମହାପାତ୍ର,ଶ୍ରମିକ ନେତା ବିଷ୍ଣୁ ମୁଦୁଲି,କୃଷକ ନେତା ଶଶୀ ଭୂଷଣ ସ୍ୱାଇଁ, ବିଷ୍ନୁପ୍ରିୟା ମୁଦୁଲି, ନାରାୟଣ ଭୋଳ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶ୍ରମକ ମାରଣା ନୀତି କୁ କଟୁ ସମାଲୋଚନା କରିଥିଲେ |ଏହା ପରେ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ