Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗୋପାଳପୁର ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ।* *ପିଇଓ ଭିମସେନ ମୁର୍ମୁ ଟଙ୍କା ହଡ଼ପ ଅଭିଯୋଗ। 1

ତିର୍ତ୍ତୋଲ, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗୋପାଳପୁର ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ।ପିଇଓ ଭିମସେନ ମୁର୍ମୁ ଟଙ୍କା ହଡ଼ପ ଅଭିଯୋଗ।
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ କାର୍ଯ୍ୟରତ ଅଧିକାରୀ ଭୀମସେନ ମୂର୍ମୁ ମାସିକ ବୈଠକରେ ୱାର୍ଡ ସଭ୍ୟ ଓ ସମିତି ସଭ୍ୟା ଙ୍କ ଦସ୍ତଖତ ନିଜେ କରିଥିବା ଏମିତିକି ପଞ୍ଚାୟତ ବୈଠକର ତାରିଖ ରେ ମଧ୍ୟ ଷ୍ଟିକର ମରାଜାଇ ପରିବର୍ତନ୍ କରାଯାଉଛି ଏ ନେଇ ଅଭିଯୋଗ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତା,ମନରେଗା କାର୍ଯ୍ୟ ,ମୋ ଉପକାରୀ ବଗିଚା ସହିତ ପଂଚାୟତ ର ବହୁତ୍ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହୋଇଛି।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ଭୀମସେନ ମୁର୍ମୁ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।