Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପଣ୍ଡୁଆ, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ମଣିଷ ଚିକିତ୍ସା କେନ୍ଦ୍ରରେ ପଶୁ ଡାକ୍ତର
ପଣ୍ଡୁଆ ୫/୫ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ପଣ୍ଡୁଆ ପଞ୍ଚାୟତ ର ପଣ୍ଡୁଆଗ୍ରାମ ଶେଷ ମୁଣ୍ଡରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ମଣିଷ ଙ୍କ ପାଇଁ ଔଷଧ ମିଳୁନି ମିଳୁଛି ପଶୁ ମାନଙ୍କ ପାଇଁ ଔଷଧ,ପଶୁ ଡାକ୍ତର
ପରୀକ୍ଷା କରୁଛନ୍ତି ଗୋବର, ଦେଉଛନ୍ତି ଔଷଧ l ମାତ୍ର ଜଗତସିଂହପୁର ମୁଖ୍ୟ ଚିକିତ୍ସା କେନ୍ଦ୍ର ଦ୍ୱାରା ପରି ଚଳିତ ମନୁଷ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁଆଡେ ଏଠୁ ହଜ଼ି ଯାଇଛି, ଏ ସମ୍ପର୍କ ରେ ଜିଲ୍ଲା ମୁଖ୍ୟଚିକିତ୍ସଙ୍କ ଙ୍କୁ ପଚାରି ବାରୁ ସେ କିଛି
ଜାଣି ନାହାନ୍ତି ବୋଲି ଟେଲିଫୋନ ବାର୍ତା ରେ କହିଛନ୍ତି, ଆଖ ପାଖ ଗ୍ରାମବାସୀ ଙ୍କୁ କାର୍ଯ୍ୟ ରତ ଏ ଏନ ଏମ ଦିଦି ଙ୍କ ବିଷୟରେ ପଚାରି ଲେ ବି କିଛି ଉତ୍ତର ମିଳୁନି, ସମସ୍ତେ ଇଲୋପାଥିକି ଔଷଧ ପାଇଁ ମେଡିକାଲ ଷ୍ଟୋର ଉପରେ ନିର୍ଭାର କରୁଛନ୍ତି ବୋଲି ସୂଚନା ଦେଇ ଛନ୍ତି,ଏଠାରେ ପ୍ରଶ୍ନ ଆସୁଛି ଭେଟେନାରୀ, ଚିକିତ୍ସା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାଲିବାକୁଜଗତସିଂହପୁର ପ୍ରାଣୀ ଚିକିତ୍ସା ବିଭାଗ ଗୁରୁତ୍ୱ ବୁଝୁ ଥିବା ବେଳେ ଜନ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଓଉଚ୍ଚ କତୃପକ୍ଷ (ଭେଷଜ) କିପରି ଗୁରୁତ୍ୱ ଦେଉ ନାହାନ୍ତି ଏହା ସାଧା ରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛିଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ,( ବିକ୍ରମ ଓଡିଶା (