Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ସହିତ ଆତ୍ମହୁତି ଦିଆଯିବ ବୋଲି ଚେତାବନୀ 2

ଜଗତସିଂହପୁର , 06/05/2025, ବିକ୍ରମ ଓଡ଼ିଶା ନିୟୁଜ: (କୁଜଙ୍ଗ ବିଡ଼ିଓ ଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୋଧ ରେ ସାଇଲୋ ପଞ୍ଚାୟତ ଲୋକ ପ୍ରତିନିଧି ମାନଙ୍କ ପକ୍ଷରୁ ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ )ଜଗତସିଂହପୁର
Article Image
ତା =6/5/25କୁଜଙ୍ଗ ବ୍ଲକ ରେ ଚାଲିଛି ବିଡ଼ିଓ ଙ୍କ ଅରାଜକତା | ଦଳିଅ ଭିତିରେ ଅସାମାଜିକ, ମୁଷ୍ଟିମେୟ ବ୍ୟକ୍ତି ମାନଙ୍କ ଇଙ୍ଗିତରେ କରୁଛନ୍ତି କାର୍ଯ୍ୟ | ବାରମ୍ବାର ଜନପ୍ରତିନିଧି ମାନଙ୍କୁ କରୁଛନ୍ତି ଅସଦାଚରଣ |
Article Image
ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟପ୍ରତି କରୁନାହାନ୍ତି କର୍ଣ୍ଣପାତ | ଯଦି କୁଜଙ୍କ ବିଡ଼ିଓ ଙ୍କ ମନୋମୁଖ୍ୟ କାର୍ଯ୍ୟକଳାପ ସମ୍ପର୍କ ରେ ଜ଼ିଲ୍ଲାପାଳ କିମ୍ବା ଉଚ କର୍ତ୍ତୃପକ୍ଷ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସାତଦିନ ପରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ସହିତ ଆତ୍ମହୁତି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସାଇଲୋ ପଞ୍ଚାୟତ ର ସରପଞ୍ଚ ସରୋଜ , ସମିତି ସଭ୍ୟା ମନୀଷାରାଣୀ ମଲ୍ଲ , ନ୍ୟାୟଵ ସରପଞ୍ଚ ଝରଣା ଦାସ,ସମସ୍ତ ୱାର୍ଡ ସଭ୍ୟ ସଭ୍ୟା |ଏହି ପରିପ୍ରେକ୍ଷୀରେ ସାଇଲୋ ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ମାନେ ଜ଼ିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image