ନୀଳଗିରି, 06/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀର୍ଘ ଚାରିମାସ ହେଲା ବର୍ଦ୍ଧିତ ଭତା ରୁ ବଂଚିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ରାଜ୍ୟ ସରକାର ଙ୍କର ଭତା ବର୍ଦ୍ଧିତ ଡିକ୍ଲା୍ରନ୍ସ ହେବା ଠୁ, 80 ବର୍ଷ ବୟସ ଅଧିକ ହେବା ଲୋକଙ୍କୁ 3500 ଟଙ୍କା ପାଇବା ର ଯୋଗ୍ୟ ଅଟନ୍ତି, ଏହି ଭିର୍ତ୍ତି ଅନୁଯାଇ ବର୍ଦ୍ଧିତ ଭତା ପାଇବା ପୂର୍ବରୁ,ଲୋକ ମାନେ ସେମାନଙ୍କର ଉପଯୁକ୍ତ ଡକୁମେଣ୍ଟ ପଂଚାୟତ କାର୍ଯ୍ୟାଳୟ ରେ ସମିଟ କରିଲେ,କିନ୍ତୁ ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆ ପାଟଣା ଗ୍ରାମ ର ନାରାୟଣ ମଳିକ ବୟସ 99 ବର୍ଷ, ସେହିପରି ଦ୍ୱାରିକା ଗ୍ରାମ ର ସାଗୀରୀ ମହାପାତ୍ର ବୟସ 104ବର୍ଷ,ହୋଇଥିଲେ ମଧ୍ୟ ଚାରି ମାସ ହେଲା ବର୍ଦ୍ଧିତ ଭତା ରୁ ବଂଚିତ ଅଛନ୍ତି, ବ୍ଲକ ଭତା କତୃପକ୍ଷ ଙ୍କୁ ପଚାରି ବୁଝିବାରୁ ଏମାନଙ୍କ ଡକୁମେଣ୍ଟ ଆମ ପାଖରେ ପହଂଚି ନଥିଲା, ବୋଲି ଉତ୍ତର ରଖିଥିଲେ,ଦୁଇ ଥର ଏମାନଙ୍କର ଡକୁମେଣ୍ଟ ଦେଇଛନ୍ତି,ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି,ପଂଚାୟତ ର କାହା ସ୍ୱାର୍ଥ ପାଇଁ,ଉଭୟ ବୃଦ୍ଧ ଏବଂ ବୃଦ୍ଧା ପୁଣି ଶହେ ବର୍ଷ ଟପିଗଲାଣି ବର୍ଦ୍ଧିତ ଭତା ଟଙ୍କା ରୁ ବଂଚିତ ଅଛନ୍ତି,ଚାରିମାସ ହେଲା ନିଜର ଅଭିଯୋଗ ଜଣାଇଥିଲେ ମଧ୍ୟ ପ୍ରଶାସନ ନୀରବ, ମୋହନ ସରକାର ଙ୍କର ଯୋଜନା କାର୍ଯ୍ୟାଳୟ ରୁ ସୀମିତ ଛକା ପଞ୍ଝା ବିଭାଗୀୟ କତୃପକ୍ଷ ଙ୍କର ଅବହେଳା ପାଇଁ ବିଚାର ବୃଦ୍ଧ ଲୋକ ବର୍ଦ୍ଧିତ ଭତା ରୁ ବଂଚିତ, ତେଣୁ ତୁରନ୍ତ ସେମାନଙ୍କ ହକ ତଥା ବର୍ଦ୍ଧିତ ଭତା ଟଙ୍କା ପଦାନ କରିବାକୁ ସାଧାରଣ ରେ ଦାବି କରାଯାଇଛି,,ନୀଳଗିରି ରୁ ବିମଳ କୁମାର ଦଳେଇ ଙ୍କର ରିପୋର୍ଟ,,