Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ଲଟେରୀ ମାଧ୍ୟମରେ ମହିଳା ଜିତିଲେ ଆକର୍ଷଣୀୟ ପୁରସ୍କାର
କାକଟପୁର 27/4 କାକଟପୁର ବଜାର ରେ ଏବେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦୋକାନୀ ମାନେ ବିଭିନ୍ନ ପ୍ରକାର ଅଫର ଦେଇ ନିଜ ଦୋକାନ ର ପ୍ରଚାର ଓ ପ୍ରସାର କରିବା କୁ ଲକ୍ଷ୍ୟ ରଖି ଲକି ଡ୍ର କରି ବିଭିନ୍ନ ଉପହାର ଜିତୁଛନ୍ତି ଗ୍ରାହକ, ଏମିତି ଏବେ କାକଟପୁର ବଜାରରେ କେଉଁ ଦୋକନ ର ଅଫର ଲାଗିଛି ଏବଂ ଲକି ଡ୍ର ହେଉଛି ତାକୁ ଦେଖି ଗ୍ରାହକ ଯାଉଛନ୍ତି ଦୋକାନ କୁ, କାକଟପୁର ବଜାରରେ ଥିବା ହାଇ ଫେସନ ଗାର୍ମେଣ୍ଟ ରୁ ଲୁଗା କିଣି ଲକୀ ଡ୍ର ମାଧ୍ୟମରେ ସ୍ଥାନୀୟ ଭଣ୍ଡାଘର ବାସିନ୍ଦା ବରଖା ବେଗମ ପାଇଲେ ପ୍ରଥମ ପୁରସ୍କାର (ଫ୍ରିଜ) l ଦ୍ୱିତୀୟ ପୁରସ୍କାର ଭାବେ ଆରିଫା ଅଞ୍ଜୁମ ସାଇକେଲ ଓ ତୃତୀୟ ପୁରସ୍କାର ଭାବେ ପ୍ରେମାନନ୍ଦ ବେହେରା ପାଇଛନ୍ତି ସାନ୍ତନା ମୂଳକ ପୁରସ୍କାର, ହାଇ ଫେସନ ଗାର୍ମେଣ୍ଟ ର ପରିଚାଳକ ରାଜା ଭାଇ ଏହି ପୁରସ୍କାର ବଣ୍ଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସେକ ଲିଆକତ, ହାଫିଜ ଆଲିମ, ସନ୍ତୋଷ ସାହୁ,ଇଲିଆସ ଖାନ ପ୍ରମୁଖ ଉପସ୍ଥିତ ଥିଲେ l