ନୂଆଦିଲ୍ଲୀ , 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ନୂଆଦିଲ୍ଲୀ, ୦୭/୦୫ : ଭାରତର ଏୟାରଷ୍ଟ୍ରାଇକ୍ରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର୍ର ପରିବାର ନିପାତ। ଅଜହର୍ ପରିବାରର ୧୦ରୁ ଉର୍ଦ୍ଧ୍ଵ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଜୈଶ-ଏ-ମହମ୍ମଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଆକ୍ରମଣରେ ଅଜହର୍କୁ ଶକ୍ତ ଧକ୍କା ଲାଗିଛି। ଭଲ ହୋଇଥାନ୍ତା ଯଦି ମୁଁ ମରି ଯାଇଥାନ୍ତି ବୋଲି କୁଆଡ଼େ ଅଜହର୍ କହିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି।