Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାଜ୍ଵାସ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ନିର୍ମାଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ 2

ନାଉଗାଁ, 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଜ୍ଵାସ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ନିର୍ମାଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ
Article Image
ନାଉଗାଁ ୭/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ସ୍ତୀତ ଡେରିକି ନିକଟରେ ରାଜ୍ଵାସ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ନିର୍ମାଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସ୍ଥାନୀୟ ବିଧାୟକ l ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଡେରିକି ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏକ କୋଟି 6 ଲକ୍ଷ 56 ହଜାର ଟଙ୍କା ବ୍ୟଅ ଅଟକଳ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ରାଜ୍ଵସ ନିରୀକ୍ଷକ ଙ୍କ କାର୍ଯାଳୟ ଓ ଅଧିକାରୀ ଙ୍କ ବାସଗୃହ ନିର୍ମାଣ ନିମନ୍ତେ ଆଜି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ଏବଂ ଏହି କାର୍ଯ୍ୟ ର ଅବଧି 6 ମାସ ମଧ୍ୟରେ ସାରିବା ସହିତ କାର୍ଯ୍ୟ ସୂଚନା ଫଳକ ତୁରନ୍ତ ଲଗାଇବା ପାଇଁ ବିଭାଗୀୟ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ଦାସ lଏହି କାର୍ଯ୍ୟକ୍ରମରେ ବିଭାଗିୟ ଯନ୍ତ୍ରୀ, ନାଉଗାଁ ତହସିଲ ଦାର, ଯୁବ ସମାଜସେବୀ ତପସ ଦାସ, ବିପିନି ବିହାରୀ ବେହୁରା ,ଦେବି ପ୍ରସାଦ ପାଢ଼ୀ, ବିସ୍ମୟା ନଦ ସ୍ବାଇଁ ଉପସ୍ଥିତ ଥିବା ଦେଖାଯାଇଛି।
Article Image
Article Image