Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆଳିପିଙ୍ଗଳ ପଶୁଡାକ୍ତରଙ୍କ ବଦଳି ଦାବୀ |, 3

ଜଗତସିଂହପୁର , 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆଳିପିଙ୍ଗଳ ପଶୁଡାକ୍ତରଙ୍କ ବଦଳି ଦାବୀ |,~~~~~~~~~~~~~~
Article Image
ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଶୁଡାକ୍ତର ଖାନରେ ଡାକ୍ତର ନିୟମିତ ଆସୁନାହାନ୍ତି |ଜନସାଧାରଣ ଗୋ ସେବାପାଇଁ ବହୁ ଅସୁବିଧା ଭୋଗ କରୁଛନ୍ତି |ସାଧାରଣ ଲୋକଙ୍କୁ ବ୍ୟବହାର ଖରାପ କରୁଛନ୍ତି |ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ. ଆଳିପିଙ୍ଗଳ ପୂର୍ବତନ ସରପଞ୍ଚ ଧୂଳେଶ୍ୱର ମଲ୍ଲିକ. ଆର୍ତବନ୍ଧୁ କାବୁ. ତପନ କୁମାର ସ୍ୱାଇଁ ପ୍ରମୁଖ ସମେତ ବହୁ ଲୋକ ଦାବୀ କରିଛନ୍ତି |