Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶତାୟୁଙ୍କ ପରଲୋକ 1

ତିର୍ତ୍ତୋଲ, 09/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶତାୟୁଙ୍କ ପରଲୋକତିର୍ତ୍ତୋଲ ୯/୫- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅରଡଙ୍ଗ ଗ୍ରାମର ଶତାୟୁଙ୍କ ପରଲୋକ ହୋଇଯାଇଛି l ଅରଡଙ୍ଗ ଗ୍ରାମର ଓଷା ହାତୀଙ୍କ ୧୦୨ ବର୍ଷରେ ପରଲୋକ ହୋଇଯାଇଛି l ସେ ଜଣେ ଅତ୍ୟନ୍ତ ସ୍ନେହୀବତ୍ସଳ ବ୍ୟକ୍ତିତ୍ୱ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇବାପରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଂଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁତ୍ର ପ୍ରତାପ, ହେମନ୍ତ, ପ୍ରଶାନ୍ତ ନାତି ବିଜୟ, ଅଜୟ, ପ୍ରଭାତ, ସଞ୍ଜୟ, ହାପି, କ୍ରିଷ୍ଣା, ଟିଟିଲ୍, ନାତୁଣୀ ଜ୍ୱାଇଁ କୁନା, ବିରୁ, ଅରୁଣ, ମଣ୍ଟୁ ଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଓ ପଡୋଶୀ ଉପସ୍ଥିତ ରହିଥିଲେ l ସ୍ବର୍ଗତାଙ୍କ ମର ଶରୀରକୁ ଗ୍ରାମ ସ୍ମଶାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା l ବଡ଼ ପୁତ୍ର ପ୍ରତାପ ମୁଖାଗ୍ନି ଦେଇଥିଲେ l
Article Image
Article Image