Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କଟକ-ପାରାଦ୍ବୀପ ମୁଖ୍ୟରାସ୍ତାର ତାରପୁର ବାଇପାସ ନିକଟରେ ହୁତୁହୁତୁ ହୋଇ ଜଳିଲା କାର।। 2

ଜଗତସିଂହପୁର , 09/05/2025, ବିକ୍ରମ ଓଡ଼ିଶା ନିୟୁଜ: କଟକ-ପାରାଦ୍ବୀପ ମୁଖ୍ୟରାସ୍ତାର ତାରପୁର ବାଇପାସ ନିକଟରେ ହୁତୁହୁତୁ ହୋଇ ଜଳିଲା କାର।।
Article Image
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧୀନ ତାରପୁର ବାଇପାସ ନିକଟରେ ଆଜି ମଧ୍ୟାହ୍ନରେ ହୁତୁହୁତୁ ହୋଇ ଜଳିଲା ଧଳା ରଙ୍ଗର ଗୋଟେ କାର, ସୂଚନା ଅନୁସାରେ ପାରଦ୍ବୀପରୁ କଟକ ଅଭିମୁଖେ ଯାଉଥିବା OD-01-Z-4377 ନମ୍ବର ଧଳାରଙ୍ଗର କାରଟି କଟକ ପାରାଦ୍ବୀପ ମୁଖ୍ୟରାସ୍ତାର ତାରପୁର ବାଇପାସ ନିକଟରେ କେଉଁ କାରଣ ବଶତଃ ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ହଠାତ କାରରେ ଲାଗିଲା ନିଆଁ, ଏହି କାର ଭିତରେ ବସିଥିବା ବ୍ୟକ୍ତିମନେ ସଙ୍ଗେସଙ୍ଗେ କାରରୁ ବାହାରକୁ ବାହାରି ଜୀବନ ସୁରକ୍ଷିତ ଭାବେ ରକ୍ଷା କରିଛନ୍ତି, ଏହି କାରଟି ହୁତୁହୁତୁ ହୋଇ ଜଳିଚାଲିଥିବା ଦେଖି ସ୍ଥାନୀୟ ଲୋକେ
Article Image
ଖବର ଦେବାରୁ ଘଟଣା ସ୍ଥଳରେ ରଘୁନାଥପୁର ଅଗ୍ନିଶମ ବାହିନୀ ପଂହଁଚି ଜଳୁଥିବା କାରର ନିଆଁକୁ ଆୟତ୍ତ କରିଛି।