Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 11/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ତିର୍ତ୍ତୋଲ-୧୦/୫-(ରିପୋର୍ଟ-ଟୁକନ)-ତିର୍ତ୍ତୋଲ ରେ ଥିବା ଅଦାଲତ ରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି।ଅଦାଲତର ବିଚାରପତି ପାରସ ପାଢ଼ୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଲୋକ ଅଦାଲତ ରେ ତିର୍ତ୍ତୋଲ ଆଇନିସେବା ପ୍ରାଧିକରଣ ସହାୟତାରେ ଓ ତିର୍ତ୍ତୋଲ ଓକିଲ ସଂଘ ସହଯୋଗରେ ମୋଟ୧୦୮ଟି କେଶର ଫଇସଲା କରାଯାଇ ଥିବାବେଳେ ୮୭ହଜାର ୭୨୦ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି।ଏହିକାର୍ଯ୍ୟକ୍ରମରେ ସମସ୍ତ ଓକିଲ,ଅଦାଲତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।