Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତୋଲ ବ୍ଲକରୁ ପୁରୁଣା ଖାଉଆ ଗଲେ ନୂଆ ଖାଉଆ ଆସିଲେ, 5

ତିର୍ତ୍ତୋଲ, 11/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ବ୍ଲକରୁ ପୁରୁଣା ଖାଉଆ ଗଲେ ନୂଆ ଖାଉଆ ଆସିଲେ,
Article Image
ତିର୍ତୋଲ 10/5 (ବିକ୍ରମ ନିୟୁଜୁ )ବିଜେଡି ସରକାର ବଦଳିବା ପରେ ତିର୍ତୋଲ ବ୍ଲକର ଅଧିକାରୀ ମାନେ ରାମ୍ପି ବିଦାରି ହୋଇ ଦୃନୀତି କରିବାକୁ ଲାଗିଲେ ଶେଷରେ ନୂଆ ବିଡ଼ିଓ ଗରିଜା ଶଙ୍କର ମଲ୍ଲିକି ଆସିବାପରେ ତରବିରିଆ ଭାବେ ବିଲି ଭଟକା କରିବାକୁ ଲାଗିଲେ, ବ୍ଲକର ଯାନ୍ତ୍ରିକ ବିଭାଗ ର ଯନ୍ତ୍ରୀ ମାନେ ଏହିକାଯ୍ୟରେ ବେଶୀ ତତପରତା ଦେଖା ଇଲେ, ଫଳରେବିଡ଼ିଓ ଶ୍ରୀମଲ୍ଲିକି ଅଙ୍କୁଶ ଲାଗେଇଲେ, ତେଣୁ କର୍ମଚାରୀ ମାନେ ଧର୍ମଘଟ ବିକଲେ, ହେଲେ କିଛି ଫଳ ମିଳିଲାନି ଶେଷରେ ନୂଆସରକାର ଙ୍କ ପାଇଁ ନୂଆ ଷ୍ଟାଫଆଣିବା ଵେବସ୍ତା ହେଲା,ନୂଆ ଷ୍ଟାଫ ବି ଆସିଲେ ନୂଆ ଙ୍କୁ ସମ୍ବର୍ଦ୍ଧନା ଓ ପୁରୁଣାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ଲାଗିତିର୍ତୋଲ ବିଡ଼ିଓ ସଭା ଆୟୋଜନ ଗତ ୯/୫ରେ ଆୟୋଜନ କରିଥିଲେ ପୁରୁଣା କର୍ମ ଚାରି ମାନେ ବେଡିଙ୍ଗି ବିସ୍ତର ଧରି ତିର୍ତୋଲ ବ୍ଲକରୁ ବିଦାୟ ନେବା ସହିତ ବେଡିଙ୍ଗି ବିସ୍ତର ଧରି ନୂଆ ଯନ୍ତ୍ରୀ ଓଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଛନ୍ତି, ତେବେ କଥା ହେଉଛି ଏଜେଉଁ କର୍ମ ଚାରି ମାନେ ଆସିଲେ ଏମାନେ କାଳେ ଗୋଟା ତୁଳସୀ ଦାଗ ଛୁଇଁନି ଆସୁ ଆସୁ ତିର୍ତୋଲ ବ୍ଲଜୁ ରାମରାଜ୍ୟ କରିଦେବେ ଆଉ ବିଡ଼ିଓ ଗିରିଜା ଶଙ୍କର ଙ୍କ ରାମ ରାଜ୍ୟ ଚାଲିବ ତିର୍ତୋଲ ବ୍ଲକରେ, ନା ବିଡ଼ିଓ ଢଳୁଛନ୍ତି ସେ ଆଡକୁ, ଲୋକେ କଥା ବାର୍ତା ହେଉଛନ୍ତି ତିର୍ତୋଲରୁ ପୁରୁଣା ଖାଉଆ ଗଲେ ନୂଆ ଖାଉଆ ଆସିଲେ.... Iଶ୍ରୀବତ୍ସ ପାଢ଼ୀ (ସ୍ଵ.ପ୍ର.)ବିକ୍ରମ ଓଡିଶା