Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗୋରଡ଼ ଆର, ଆଇ ସର୍କଲ ରେମାଟି ମାଫିଆଙ୍କ ରାଜ
କୁଜଙ୍ଗ ୧୨/୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲି ଅଧୀନ ଗୋରଡ଼ RI(ରେଭିନିଉ ଇନସିପେକ୍ଟର )ଅଧୀନରେ ଏବେ ଚଲିଛି ମାଟି ମାଫିଆ ଙ୍କ ରାଜ,ପ୍ରତିଦିନ ବିଳମ୍ବିତ ରାତିରେ ମାଟିମାଫିଆ ମାନେ ଜେସିବି ସାହାଯ୍ୟରେ ବିଭିର୍ଣ୍ଣ ଚାଷ ଜମି ଅନାବାଦୀ, ଗୋଚର ଆଦି ରୁ ମାଟି ତାଡି ବିକୁଥିବା ବେଳେ ଗୋରଡ଼ ଆର. ଆଇ ଏହାର ଟେର ପାଉନି, ଫଳରେ ଏହି ଅଞ୍ଚଳ ରେ ମାଟି ମାଫିଆ ମାନେ ବେଶ ସକ୍ରିୟ ରହିମୁନଫା କମାଇ ଚାଲି ଛନ୍ତି, ଏହାର ମୁଖ୍ୟ କାରପଟଦାର ହେଉଛନ୍ତି ଟ୍ରାକ୍ଟର ମାଲିକ ଓ ଜେସିବି ମାଲିକ,ବିଳମ୍ବିତ ରାତ୍ରୀ ହେଲେ ଏମାନେ ଆରମ୍ଭ କରନ୍ତି କାମ, ମୁଖ୍ୟତଃ ଏମାନେ ଇଟା ଭାଟି ମାଲିକଙ୍କୁ ମାଟି ବିକି ହାତ ଚିକଣ କରୁଥିବା ବେଳେ ସରକାର ରାଜସ୍ୱ ହରାଇ ବାରେ ଲାଗିଛନ୍ତି, କୁଜଙ୍ଗ ତହସିଲି ଠାରୁ ଇଟା ଭାଟି ମାଲିକ ମାନେ 50ହଜ଼ାର ଇଟା ର ର୍ୟାୟାଲିଟି କାଟି5ଲକ୍ଷ୍ୟ ଇଟା ପକାଇ ଭାଟି ଗୋଟିଏ ପରେ ଗୋଟିଏ ପୋଡି ବିକ୍ରି କରୁଥିବା ବେଳେ ତହସିଲି ରେକର୍ଡ ରେ ବର୍ଷକୁ ଥରେ ରେ ରୟାଲିଟି କାଟି ଦେଲେ ବାଟ ସଫା, ଗୋରଡ଼ RI ର ଦାଇତ୍ୱ ହୀନତା କାମ ଯୋଗୁମାଟି ମାଫିଆ ଓ ଇଟା ମାଫିଆ ଙ୍କଭୁସ୍ବର୍ଗ ପାଲଟିଛି ଉକ୍ତ ଆର. ଆଇ.ସର୍କଲ lଶ୍ରୀବତ୍ସ ପାଢ଼ୀ, ସ୍ଵ. ପ୍ର (ବିକ୍ରମ ଓଡିଶା?)