ଆଇନିଜିବି ଦିବସ ପାଳିତ ----------------------------- ତିର୍ତ୍ତୋଲ-୨୮/୪-ତିର୍ତ୍ତୋଲ ଓକିଲ ସଙ୍ଘ ପକ୍ଷରୁ ସଙ୍ଘ କାର୍ଯ୍ୟାଳୟ ରେ ମଧୁସୂଦନ ଜୟନ୍ତୀ ତଥା ଆଇନିଜିବି ଦିବସ ସାଡ଼ମ୍ବରେ ପାଳିତ ହୋଇଛି।ସଭାପତି ଆଲ୍ଲାଦ ପରିଜା, ଉପ-ସଭାପତି ଟୁକନ ଚରଣ ସେଠୀ, ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ, କୋଷଦକ୍ଷ ଦେବେ
ତିର୍ତ୍ତୋଲ, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ଆଇନିଜିବି ଦିବସ ପାଳିତ
-----------------------------
ତିର୍ତ୍ତୋଲ-୨୮/୪-ତିର୍ତ୍ତୋଲ ଓକିଲ ସଙ୍ଘ ପକ୍ଷରୁ ସଙ୍ଘ କାର୍ଯ୍ୟାଳୟ ରେ ମଧୁସୂଦନ ଜୟନ୍ତୀ ତଥା ଆଇନିଜିବି ଦିବସ ସାଡ଼ମ୍ବରେ ପାଳିତ ହୋଇଛି।ସଭାପତି ଆଲ୍ଲାଦ ପରିଜା, ଉପ-ସଭାପତି ଟୁକନ ଚରଣ ସେଠୀ, ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ, କୋଷଦକ୍ଷ ଦେବେନ୍ଦ୍ର ନାୟକ, ପ୍ରଶାନ୍ତ ରାୟ, ଗୋବିନ୍ଦ ସ୍ୱାଇଁ, ତ୍ରିଲୋଚନ ବେହେରା, ରମେଶ ଚନ୍ଦ୍ର ଦଳାଇ, ଗଜେନ୍ଦ୍ର ବିଶ୍ୱାଳ, ନାରାୟଣ ମହାନ୍ତି,ପ୍ରମୋଦ ସାହୁ, ସୁବୋଧ ଖୁଣ୍ଟିଆ, ସସ୍ମିତା ଦାସ ପ୍ରମୁଖ ଯୋଗଦେଇ ମଧୁବାବୁ ଙ୍କ ଜୀବନାଦର୍ଶ ଓ ସ୍ୱାଭିମାନ/ଆଇନିଜିବି ଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।