Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପାରାଦ୍ୱୀପ , 13/05/2025, ବିକ୍ରମ ଓଡ଼ିଶା ନିୟୁଜ: ପିଇବା ପାଣି ପାଇଁ ଥାନାର ଦ୍ବାରସ୍ତ
ଆଙ୍କର - ପାରାଦୀପ ରଙ୍ଗିଆ ଗଡାରେ ଥିବା ରାମଚଣ୍ଡି ପଡ଼ା ରେ ଦୀର୍ଘ ଦଶ ରୁ ପନ୍ଦର ବର୍ଷ ହେବ ରହି ଆସୁଥିବା କିଛି କିନର ଙ୍କୁ ବିଭିନ୍ନ ସମୟ ରେ ସେହି ଅଞ୍ଚଳ ର କିଛି ଯୁବକ ଅଶିଲ ଇଙ୍ଗିତ ଓ ଜାତି ଆଣ ଆଖ୍ୟପ୍ କରି ଆସୁଥିଲେ ଏନେଇ କିନର୍ ସଙ୍ଗ ର ଅଧ୍ୟକ୍ଷ ରାଧା ସ୍ୱାଇଁ ରାମ ଚଣ୍ଡୀ ପଡ଼ାର ମୂରବୀ ଙ୍କ ଦୁର୍ଷ୍ଟି ଗୋଚର କରିଥିଲେ ସେମାନେ ଏଥିରୁ ନିର୍ବୁର୍ତ ରହିଥିଲେ କିନ୍ତୁ ଆଜି ସବୁ ଦିନ ପରି ଇଣ୍ଡିଆନ ଅଏଲ କମ୍ପାନୀ ପଖ୍ୟରୁ ଦୀୟା ଯାଉଥିବା ପାନୀୟ ଜଳ ପଡ଼ାକୁ ଆସିଥିଲା ବେଳେ ସର୍ବ ପରି ସମସ୍ତ ଅଞ୍ଚଳ ବାସୀ ଙ୍କ ସହ ପାଣି ପାଇଁ କିଛି କିନର୍ ଆସିଥିଲେ କିନ୍ତୁ ସେଠାରେ ଥିବା କିଛି ଅଞ୍ଚଳ ବାସୀ ସେମାନଙ୍କୁ ଛକା,ଅଛୁଆଁ ,ଛୋଟ ଜାତି ଆଣ ଭଳି ଅନେକ ଗାଳୀ ଗୁଲଜ କରିବା ସହ ପାଣି ନେବାକୁ ବାରଣ କରିଥିଲେ ଏଥିରେ ଖୁଦ୍ଦ ହୋଇ କିନର ଙ୍କ ଅଧ୍ୟକ୍ଷ ରାଧା ସ୍ୱାଇଁ ଅଭୟ ଚାନ୍ଦ ପୁର ଥାନା ର ଦ୍ୱାରସ୍ତ ହୋଇଥିଲେ ଓ ଏଥିରେ ଯଦି କୌଣସି ସୁଫଳ ନ ମିଳେ ତେବେ ସମସ୍ତ ଓଡ଼ିଶା ରେ ଥିବା ସମସ୍ତ କୀନର ମାନେ ଆସି ପାରାଦୀପ ର ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଚାଇବେ ନାହିଁ ବୋଲି ପ୍ରକାଶ କରିଛନ୍ତି