Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପାଳି କରି ଅଫିସି ଖୋଲୁ ଛନ୍ତି ଗୁରୁ ଶିଷ୍ୟା 4

ତିର୍ତ୍ତୋଲ, 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ପାଳି କରି ଅଫିସି ଖୋଲୁ ଛନ୍ତି ଗୁରୁ ଶିଷ୍ୟାତିର୍ତୋଲ 15/5 ତିର୍ତୋଲ ବ୍ଲକରେ ରହିଛି ଉଠା ଜଳ ସେଚନ କାର୍ଯ୍ୟାଳୟ ଯେଉଁଠି ଗୁରୁ ଶିଷ୍ୟା ବା ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ପାଳି କରି ଅଫିସି ଖୋଲୁ ଛନ୍ତି,
Article Image
ଆଜି ନିର୍ବାହୀ ଯନ୍ତ୍ରୀଙ୍କ ଅଫିସି ଗୃହତାଲା ଖୋଲା ତ କାଲି ସହକାରୀ ଯନ୍ତ୍ରୀ ଙ୍କ ଅଫିସି ଗୃହ ତାଲା, ଏହିପରି ପାଳିରେ ଚାଲିଛି ଉଠା ଜଳ ସେଚନ କାର୍ଯ୍ୟାଳୟ, ଏହି କାର୍ଯ୍ୟାଳୟ ଙ୍କୁ ଆସୁଥିବା ଲୋକେଏସ ଡି ଓ ଙ୍କୁ ପାଉ ନାହାନ୍ତି ତେଣୁସମସ୍ୟା ସମାଧାନ ହୋଇ ପାରୁନି,ଉଠା ଜଳ ସେଚନ ପମ୍ପ ହାଉସୁ ପାଇଁ କିଣା ଯାଇଥିବା ଯତ୍ରାନ୍ସ ଓଟ୍ରନ୍ସଫର୍ମର କିଣାରେ ବ୍ୟାପକ ହେରାଫେହରୀର ଆସିଛି lଶ୍ରୀବତ୍ସ ପାଢ଼ୀ ( ବିକ୍ରମ ଓଡିଶା )