Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ସାମ୍ବାଦିକ ସଙ୍ଘର ବଣଭୋଜି ଉତ୍ସବତିର୍ତ୍ତୋଲ ୧୪/୫- ତିର୍ତ୍ତୋଲ ବ୍ଲକ ର କାର୍ଯ୍ୟରତ ତିର୍ତ୍ତୋଲ ସାମ୍ବାଦିକ ସଙ୍ଘର ବଣଭୋଜି ଅନୁଷ୍ଠିତ ହୋଇଯାଇଛି l ଏହି ବଣଭୋଜି ସମ୍ପାଦକ ସୌରଜିତ ପଢ଼ିଆରୀଙ୍କ ତତ୍ୱାବଧାନାରେ ସ୍ଥାନୀୟ ମହାନଦୀ କୂଳ ଝାଉଁ ଜଙ୍ଗଲରେ ଅନୁଷ୍ଠିତ ବଣଭୋଜି ଉତ୍ସବରେ ସଭାପତି ଟୁକନ ଚରଣ ସେଠୀ, ଉପଦେଷ୍ଟା ଅମରଜ୍ୟୋତି ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଭାତ ପରିଡା, ରଞ୍ଜନ ଖୁଣ୍ଟିଆ, ମାନସ କୁମାର ସୁତାର, ଚନ୍ଦ୍ରକାନ୍ତ ବାରିକ, ନିଶାକର ଦାସ, ସୁବାଶିଷ ସ୍ୱାଇଁ, ଅବଦୁଲ ନଜିମ, ସୁଶୀଲ ମହାପାତ୍ର, ଭାନୁ ଶଙ୍କର ରାଉତରାୟ, ଦିଲ୍ଲୀପ ସାହୁ, ଗୋପାଳ ଦାସ, ସ୍ୱାଗତ ରଞ୍ଜନ ଦାସ, ଏମ ଏସ ରାଜନ କୁମାର ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା ସଙ୍ଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା l