Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶ୍ରୀ ଅଜୟ କୁମାର ରାଉତ ଯୁବ ଆଇନୀଜୀବୀ ଏବଂ ଗାଳ୍ପିଙ୍କର ଗଳ୍ପ ସଂକଳନ " ସହିବା ଲୋକ ହିଁ ବଡ " 1

ନୟାବଜ଼ାର, 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଅଜୟ କୁମାର ରାଉତ ଯୁବ ଆଇନୀଜୀବୀ ଏବଂ ଗାଳ୍ପିଙ୍କର ଗଳ୍ପ ସଂକଳନ " ସହିବା ଲୋକ ହିଁ ବଡ " କଟକ ସ୍ଥିତ ନୟାବଜ଼ାର ଶ୍ରୀ ଜଗନ୍ନାଥ ଜିଉ ଓ ମଦନ ମୋହନ ମଠରେ ଉନ୍ମାଚିତ ହୈଇଛି. ଉକ୍ତ ପୁସ୍ତକ ଉନ୍ମାଚନ ସଭାରେ ପ୍ରକାଶକ କେଶବ ଚନ୍ଦ୍ର ରାଉତ ଏବଂ ମାଧୁରୀ ରାଉତ, ମୁକ୍ଷୟ ଅତିଥି ଭାବରେ ଭାଷା ସାହିତ୍ୟ ଗବେଷଣାର ଡ୍ର. ସୁବ୍ରତ କୁମାର ପୃଷଟି, ମୁଖ୍ୟ ବକ୍ତା ଭାବରେ ଓଡିଶା ଉଞ୍ଚାନ୍ୟାୟଳୟ ବରିଷ୍ଟ ଆଇନୀଜୀବୀ ଏବଂ ଲେଖକ ଦୟାନନ୍ଦ ମହାପାତ୍ର, ସାନମାନିତା ଅତିଥି ଭାବରେ ଡ୍ର. ସଂଗ୍ରାମ କେଶରୀ ସାମନ୍ତରାୟ, ଯୁଗ୍ମ ସଚିବ ଅର୍ଥ ଭିବାଗ ଏବଂ କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓଃ ଡ୍ର. ବାମଦେବ ବରାଳ ଅଧୁନା ସମାଜରେ ଓଡ଼ିଆ ସାହିତ୍ୟରେ ସ୍ଥିତି ଏବଂ ଏହାର ଭିର୍ତିଭୂମିରେ ପ୍ରତିଷ୍ଠା କରିବାରେ ଓଡ଼ିଆ ବରପୁତ୍ର ମାନଙ୍କର ଅବଦାନ ତଥା ଆଗାମୀ ଯୁବପିଢ଼ି ଓ ସମାଜରେ ଓଡ଼ିଆ ସାହିତ୍ୟର ସ୍ଥିତି କିପରି ସୃଧର ରହିବ ତାହା ଆଲଚନା ହେବା ସହିତ ନୂତନ ଆଶାଗାଳ୍ପିକ, ଲେଖକ ଓ ସାହିତ୍ୟ ପ୍ରେମୀ ବ୍ୟକ୍ତିଙ୍କ ଅନ୍ତାନିହୀରତ କଲା କୁ ପେଳନା ଦେଇ କିପରି ଏକ ପରିପକ୍ୱ ଲେଖକ ଓ ଗାଳ୍ପିକର ପରିଚୟରେ ସମାଜରେ ପରିଚିତ କରାଇବା ତାହା ବିଷୟରେ ସମସ୍ତ ଉପସ୍ଥିତ ଅଥିତି ବକ୍ତାୟବ ପରି ପ୍ରକାଶ କରିଥିଲେ. ଡ୍ର. ମହିମା ପ୍ରକାଶ ସାହୁ ମଞ୍ଚ ପରିଚାରଣ କରିଥିଲେ. ଆଇନୀଜୀବୀ ଜଗଦୀପ ସାହୁ, ଉଞ୍ଚାନ୍ୟାଳୟ ର ସହ ସମ୍ପାଦକ ଅଭିଜିତ ଦାସ, ଚଳଚିତ୍ର ଅଭିନେତା ଅନନ୍ତ ନାରାୟଣ ରଥ, କବି ନିକୁଞ୍ଜ କୁମାର ଘୋଷ, ଉମେଶ ବେହେରା, ଶ୍ରାବଣୀ ବିଶ୍ୱାଳ, ଗଗନ, ସଞ୍ଜୟ କୁମାର ରାଉତ, ପ୍ରଦୀପ ଦାସ, ବିଶ୍ୱ, ବାବୁଲି, ଦୀପକ ସାହୁ, ଜ୍ୟୋତ୍ସ୍ନା ମୟୀ ରାଉତ, ଜ୍ୟୋତିର୍ମୟୀ ବେହେରା, ପୂର୍ଣଚନ୍ଦ୍ର ତ୍ରିପାଠୀ, ପୂର୍ଣଚନ୍ଦ୍ର ଦାସ,ଭକ୍ତିଲତା ବଳ, ଶକ୍ତି ସେନାପତି ଅନେକ ଆଇନୀଜୀବୀ ଏବଂ କବି ଉପଷ୍ଟିତ ଥିଲେ l
Article Image