Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜଳ ଭଣ୍ଡାର ଦାବୀ ସମାବେଶ ଶିବିର ପାଇଁ ପ୍ରସ୍ତୁତି ବୈଠକ 17ରେ 14

ଜଗତସିଂହପୁର , 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଳ ଭଣ୍ଡାର ଦାବୀ ସମାବେଶ ଶିବିର ପାଇଁ ପ୍ରସ୍ତୁତି ବୈଠକ 17ରେ |~~~~~~~~~~~~~~~ଦେବୀ ନଦୀ ଓ କନ୍ଦଳ ନଦୀରେ ଜଳ ଭଣ୍ଡାର ନିର୍ମାଣ ଦାବୀ ଦିବସ ପହଂଗା ର ବଢ଼େଇ ସାହି କୁତ୍ତାମଚଣ୍ଡୀ ମନ୍ଦିର ରେ ଆସନ୍ତା ଜୁନ ଏକ ତାରିଖ (ରବିବାର )ରେ କରାଯିବ |ଏହି ଶିବିର କୁ ସଫଳ କରିବାପାଇଁ ଏକ ପ୍ରସ୍ତୁତି ବୈଠକ ଆସନ୍ତା 17ତାରିଖ ଶନିବାର 10ଟା ସମୟରେ କୁତ୍ତାମ ଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ ହେବ |ଉପକୂଳ ଓଡିଶା ବିକାଶ ପରିଷଦ. ନିଆଳି ଆଞ୍ଚଳିକ ନାଗରିକ ମଞ୍ଚ. ରାଜ୍ୟ ସାମ୍ବାଦିକ ସଂଘ ର କର୍ମ କର୍ତ୍ତା. ସିଠାଳ. ଏକାବେରୁଆଁ. ଶାଗଡ଼ାଇଲୋ. ପହଂଗା. ଗଳ ଦାରି. ଗ୍ରାମ ପଂଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ଯୋଗଦେବେ |
Article Image
Article Image