Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ପ୍ରଦାନ 2

ପାରାଦ୍ୱୀପ, 15/05/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ପ୍ରଦାନ -ପାରାଦ୍ୱୀପ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ର ଵେବସ୍ତା କରାଯାଇଥିଲା କ୍ଲବ ର ସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ରଜନୀ କାନ୍ତ ଗୁରୁ, କାଯ୍ୟ କାରି ସଭାପତି ଦେବେନ୍ଦ୍ର ନାରାୟଣ ରାଜ ଗୁରୁ,ସହ ସମ୍ପାଦକ ବୈଷ୍ଣବ ଚରଣ ଦାସ ଖେଳ ପରିଚାଳକ ପ୍ରଦ୍ୟୁମ୍ନ ପଟ୍ଟନାୟକ, ବିଶ୍ଵନାଥ ମଲ୍ଲିକ, କ୍ଲବ ମେମ୍ବର ସୁରେଶ ଲେଙ୍କା, ସେକ ଅବତାର ଅଲି, ଶ୍ରୁତିକାନ୍ତ ପଣ୍ଡା, ଚନ୍ଦ୍ରକାନ୍ତ ନାୟକ, ରୋନାକ ଗୁପ୍ତା,ସଞ୍ଜୟ ଦାସ ସବୁ କ୍ଲବ ମେମ୍ବର ଙ୍କ ସହଯୋଗ ରେ ଜଳଛତ୍ର ଵେବସ୍ତା କରାଯାଇଥିଲା
Article Image
Article Image