Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପାରାଦ୍ୱୀପ , 15/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆଉ ନାହାନ୍ତି ହାଣ୍ଡିଆ ଗ୍ରାମ ର ପରୋପକାରୀ ଓ ସମାଜ ସେବୀ ସମ୍ପଦ ସାହୁ
ଗତ ଦୁଇଦିନ ତଳେ ହୋଇଥିବା ଏକ ସଡ଼କ ଦୁର୍ଘଟଣା ରେ କଟକ scb ମେଡ଼ିକାଲ ରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହେଇଥିଲା ଏଥିରେ ହାଣ୍ଡିଆ ଗ୍ରାମ ବାସୀ ଜଣେ ପରାଉପକାରି,ମିଷ୍ଟଭାଷୀ,ସମାଜ ସେବୀ ଓ ନିଜ ଗ୍ରାମ ର ମାଟି ପାଇଁ ଲଡ଼େଇ କରୁଥିବା ସଂଗ୍ରାମୀ ଙ୍କୁ ହରାଇ ଶୋକାକୁଳ ପରିବେଶ ଭିତରେ ଦୁଃଖ ପ୍ରକାଶ କରିଥିଲେ