Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପରାକ୍ରମ ଶୋଭାଯାତ୍ରା 2

ରାହାମା , 15/05/2025, ବିକ୍ରମ ଓଡ଼ିଶା ନିୟୁଜ:
Article Image
ପରାକ୍ରମ ଶୋଭାଯାତ୍ରା(ଭାରତର ସୁରକ୍ଷାରେ ପ୍ରତେକ ନାଗରିକ)ଅପରେସନ ସିନ୍ଦୂର ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀକୁ ଗର୍ବିତ କରିଥିବାବେଳେ ଭାରତୀୟ ସେନାର ଏହି ଅସୀମ ତ୍ୟାଗ ଓ ବଳିଦାନ କୁ ସମ୍ମାନ ଜଣାଇ ରାହାମା ଅଞ୍ଚଳର ସମସ୍ତ ସଚେତନ ଜନସାଧାରଣ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଆସନ୍ତାକାଲି ୧୬/୦୫/୨୫ ରିଖ ଶୁକ୍ରବାର ସକାଳ 8' ଘଟିକା ସମୟରେ ରାହାମା ବଜାର କଲେଜ ରୋଡ଼ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରୁ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଅଛି।ଏହି ତ୍ରିରଙ୍ଗା ଯାତ୍ରାରେ ଜନସାଧାରଣ,ଜନପ୍ରତିନିଧି,କ୍ରୀଡ଼ାବିତ,ଏନ.ସି.ସି, ଏନ.ଏସ.ଏସ,ଛାତ୍ରଛାତ୍ରୀ ପୋଲିସ,ସ୍ବେଛାସେବୀ,ଗଣମାଧ୍ୟମ ପ୍ରତିନିଧି ଏବଂ ରାହାମା ଅଞ୍ଚଳର ସମସ୍ତ ସଚେତନ ଜନସାଧାରଣ ମାନଙ୍କୁ ଅନୁରୋଧ,ସମସ୍ତେ ଉକ୍ତ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗଦାନ କରି ଭାରତୀୟ ବୀର ଯବାନଙ୍କ ପାଇଁ ନିଜକୁ ଉତ୍ସଗିକୃତ ସହିତ ପରାକ୍ରମ ଶୋଭାଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ କରାଯାଉଛି।ନିବେଦକରାହାମା ଅଞ୍ଚଳର ସମସ୍ତ ସଚେତନ ଜନସାଧାରଣ.......