Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆମ ଏମ ଡି ଙ୍କ ଅଫିସି ରେ ବି ତାଲା, ଆମର ବନ୍ଦ ରହିଲେ କଣ ହେଲା 4

ତିର୍ତୋଲ, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆମ ଏମ ଡି ଙ୍କ ଅଫିସି ରେ ବିତାଲା, ଆମର ବନ୍ଦ ରହିଲେ କଣ ହେଲା
Article Image
ଉଠା ଜଳ ସେଚନ ଉପଖଣ୍ଡ, ତିର୍ତୋଲ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିସ୍ପୋରକ ମତ, ଆମ ଏମ ଡି ଅଦ୍ୟାବଧି କେହି ଜଏନ କରି ନାହାନ୍ତି ତାଙ୍କ ଅଫିସିରେ ତାଲା ଝୁଲୁଛି, ଆମର ତାଲା ଝୁ ଲିଲେ କଣ ହେଲା,ଉଠା ଜଳ ସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟା ଳୟରେ ଆଉ କେହି ଷ୍ଟାଫ ନାହାନ୍ତି, ମୁଁଏକା ଚାରି ଚାରିଟି ଉପଖଣ୍ଡ ଚାର୍ଜ ରେ ଅଛି, ଫିଲିଡି ଯାଉଛି, ସହକାରୀ ଯନ୍ତ୍ରୀ, ମ୍ୟାଡାମ ବି କାମ ପଡିଲେ ବାହାରକୁ ଯାଉଛନ୍ତି, ଷ୍ଟାଫନଥିବାରୁ ଅଫିସି ରେ ତାଲା ପକେଇବାକୁ ବାଧ୍ୟ୍ୟ ହେଉଛୁ, ଜଳସେଚନ ବିଭାଗ ଉଠା ଜଳ ସେଚନ ଙ୍କୁ ଷ୍ଟାଫ ନିଯୁକ୍ତି କରୁ ନାହିଁଫଳରେ ଅଫିସି ଖୋଲି କାହାକୁ ଜଗାଇବୁ, ନାଇଟି ୱାଚ ମ୍ୟାନ ପାଇଁନିଜ ଦରମା ଟଙ୍କାରୁ କିଛି ଦେଇ ଲୋକ ରଖିଛୁ ରାତ୍ରୀ ଜଗୁଆଳି ପାଇଁ, କଟକ ଅଫିସିରୁ ମେକାନିକାଲ ଯୁବ ଇଂଜିନିୟର ଟେଆଣି ଅନେକ କାମ ହାତରୁ ଟଙ୍କା ଦେଇ କରୁଛୁ, ଷ୍ଟାଫ ପାଇଁ ବହୁ ବାରପୁର୍ବ ଏମ ଡି ଙ୍କୁ ଜଣାଇଲେ ବି କିଛିଫଳ ହେଲାନି, ଏବେ ଆମ ବିଭାଗ ର କେହି MD ନାହାନ୍ତି ତାଙ୍କ ଅଫିସି ଏବେ ତାଲା ଝୁଲୁଛି, ଆମ କଥା ଶୁଣୁଛି କିଏ ଏଭଳି କଥା ତିର୍ତୋଲ ସହକାରୀ ନିର୍ବାହୀ ଯନ୍ତ୍ରୀ ଏକ ସୌଜନ୍ୟ ସାକ୍ଷାତ କାରରେ ଆମପ୍ରତିନିଧି ଶ୍ରୀବତ୍ସ ପାଢ଼ୀ କହି ଛନ୍ତି,ଏଠି ପ୍ରଶ୍ନ ଆସେ ଯେଉଁ ବିଭାଗ ରMD ଦୀର୍ଘ ଦିନ ଧରୀ ଅନୁପସ୍ଥିତ,ତଳିଆ କର୍ମଚାରୀ ମାନଙ୍କ ଅବସ୍ଥା କଣ ହେଉଥିବ ବଡ଼ ପରୀତାପ ର ବିଷୟ,ବାକି ରହିଲା ହାତରୁ ଦରମା ଦେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ୍ୱର ରାଉତ ବିଭାଗ ପାଇଁ ଏତେ ତ୍ୟାଗ କରୁ ଛନ୍ତି ନୂଆ MDଯୋଗ ଦେବା ପରେ ଏଭଳି ଯନ୍ତ୍ରୀ ଙ୍କୁ ପୁରସ୍କାର ଦେବା ପାଇଁ ସରକାର ଙ୍କୁ ସୁପରିସୀ କରିବା କଥା,ରିପୋର୍ଟ ଶ୍ରୀବତ୍ସ ପାଢ଼ୀ,( ବିକ୍ରମ ଓଡିଶା )