Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବଡ଼ଚଣା ଯାଦବ ପରିବାର ତରଫରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା 0

ଯାଜପୁର, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ବଡ଼ଚଣା ଯାଦବ ପରିବାର ତରଫରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
Article Image
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଶିଖର ଚଣ୍ଡୀ ପାଦ ଦେଶରେ ବଡ଼ଚଣା ଯାଦବ ତରଫରୁ ବିଧାୟକ ଅମର କୁମାର ନାୟକ ଙ୍କୁ ବରିଷ୍ଠ ଯାଦବ ନେତା ତ୍ରିଲୋଚନ ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବଦିତ କରିଥିଲେ ପରେ କପିଳ ବେହେରା ସଭା ଆରମ୍ଭ କରି କହିଥିଲେ ଯେ ଆଗାମୀ ଦିନରେ କିଭଳି ଯାଦବ ମାନଙ୍କ ବିକାଶ ହେବ ଏହି ସଭାରେ ଉପସ୍ଥିତ ଥିଲେ ନୀଳମଣିବେହେରା,ପ୍ରଫୁଲ୍ଲ ଦାସ, ପ୍ରକାଶ ଦାସ,ପଞ୍ଚାନନ ବେହେରା,ମଦନ ବେହେରା,ସମେତ ବହୁ ଯାଦବ କର୍ମୀ ଯୋଗ ଦେଇଥିଲେ ଶେଷରେ ବିଧାୟକ ଙ୍କୁ ଆଠ ଗୋଟି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଦାବି ଜଣାଇ ଥିଲେ