Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପୁରୀ , 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ପୁରୀ ସିପସରୁବାଲି ଠାରେ ମମତାଙ୍କୁ 5ଏକର ଜମି ଦେଇଛନ୍ତି ନବୀନତାକୁ ବାତିଲ କରିବାକୁ ସରକାର ଙ୍କୁ ନିବେଦନ |
ଜଗତସିଂହପୁର ତା 16/5ପୁରୀ ସିପ ସରୁବାଲି ଠାରେ ବିମାନବନ୍ଦର ନିକଟରେ ବିଗତ ସରକାର ସମୟରେ 5ଏକର ଜମି ମମତା ବାନାର୍ଜୀ ଙ୍କୁ ଦିଆଯାଇଛି |ବର୍ତମାନ ଓଡିଶା ସରକାର ତାକୁ ଫେରାଇ ଆଣି ବାକୁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର କର୍ମ କର୍ତ୍ତା ଡ଼କ୍ଟଇ ଧୃତିଧର ଦାସ. ଡ଼କ୍ଟର ଅରୁଣ ପାଣି ଡ଼କ୍ଟର ଗୌରାଙ୍ଗ ଚରଣ ସ୍ୱାଇଁ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ. ସାମ୍ବାଦିକ ତପନ କୁମାର ରାଉତରାୟ ଜ୍ୟୋତି ରଞ୍ଜନ ପରିଡା ପ୍ରଦୀପ୍ତ କୁମାର ସ୍ୱାଇଁ. ଜାଇରମ ବାରିକ ବିଦ୍ୟାଧର ରାଉତ ବେଣୁଧର ନାୟକ. ଟିଲୋତ୍ତମା ଦାଶ ଅଳକା ସ୍ୱାଇଁ ଲୋକନାଥ ସାହୁ ଦାବୀ କରିଛନ୍ତି |ଶ୍ରୀ ଜଗନ୍ନାଥ ସେନା ର ଆନ୍ଦୋଳନକୁ ପୂର୍ଣ୍ଣ ମାତ୍ର ରେ ସହଯୋଗ ଓ ସମର୍ଥନ କରିବ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ |ସୂଚନା ଦେଇଛନ୍ତି ସଂଯୋଜକ ସରୋଜ ନାୟକ