Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପଶ୍ଚିମେଶ୍ୱର ଙ୍କ ଚନ୍ଦନ ଯାତ୍ରା ଚାଲିଛି 3

କୁଜଙ୍ଗ , 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ପଶ୍ଚିମେଶ୍ୱର ଙ୍କ ଚନ୍ଦନ ଯାତ୍ରା ଚାଲିଛି
Article Image
କୁଜଙ୍ଗ 17/5 ଜଗତସିଂହପୁର ଜିଲ୍ଲାରକୁଜଙ୍ଗ ବ୍ଲକ ବଣିତ ଗ୍ରାମରେ ଥିବା ପ୍ରାଚୀନ ଶୈବ ପୀଠ ଶ୍ରୀ
Article Image
ଶ୍ରୀ ପଶ୍ଚିମେଶ୍ୱର ମହାଦେବ ଙ୍କ ଚନ୍ଦନ ଯାତ୍ରା ବେଶ ସମାରୋହରେପାଳିତ ହେଉଛି l ଗ୍ରୀଷ୍ମ ପ୍ରବହ ଙ୍କୁ
Article Image
ନଜରରେ ରଖି ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ଦେବତା ମାନଙ୍କର ଅନୁଷ୍ଠିତ ଉଦେଶ୍ୟ ରେ ଆୟୋଜିତ ହୋଇ ଥାଏ,ପଶ୍ଚିମେଶ୍ୱର ମହାଦେବ ସୁସଜିତଡଙ୍ଗାରେ ବସି ଚନ୍ଦନ ପୋଖରୀ ରେଚାପ ଖେଳି ଗ୍ରୀଷ୍ମ ଲାଘବ କରି ଥାନ୍ତି, ସେବାୟତ ମାନେ ମା ଗୌରୀ ଓ ପ୍ରଭୁ ହର ଙ୍କୁ ବିମାନରେ ବଷାଇ ପୁଷ୍କରଣୀ ଘାଟ ପର୍ଯ୍ୟନ୍ତ ନେଇ ଡ଼ଙ୍ଗାକୁ ଆରୋହଣ କରାଇ ନୌବିହାର ସହ ଚାପ ଖେଳାଇ ଥାନ୍ତି l ଏହି ଚନ୍ଦନଯାତ୍ରା ଅକ୍ଷୟ ତୃତୀୟା ଠାରୁ ୨୧ଦିବସ ଅନୁଷ୍ଠିତ ହୁଏ, ଉଜାପାନୀ ଦିନ ହଳଦୀ ଖେଳ ସହପ୍ରଭୁଙ୍କ ଚନ୍ଦନ ଯାତ୍ରା ଶେଷ ହୋଇ ଥାଏ, ଟ୍ରଷ୍ଟ ବୋଡ଼ ତରଫରୁ ଗ୍ରାମ ବାସୀଙ୍କ ମନୋରଞ୍ଜନ ପାଇଁ ସାସଂକୃତିକ କାର୍ଯ୍ୟକ୍ରମ ର ମଧ୍ୟ୍ୟ ଵେବସ୍ଥା ହେଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି lରିପୋର୍ଟ ଶ୍ରୀବତ୍ସ ପାଢ଼ୀ,( ବିକ୍ରମ ଓଡିଶା)