Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତୋଲ ବ୍ଲକ ରେ ହିତାଧିକାରୀ ଙ୍କୁ ନୂଆ ରାସନ କାର୍ଡ ବାଣ୍ଟିଲେ ଯୋଗାଣ ମନ୍ତ୍ରୀ 3

ତିର୍ତ୍ତୋଲ, 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ବ୍ଲକ ରେ ହିତାଧିକାରୀ ଙ୍କୁନୂଆ ରାସନ କାର୍ଡ ବାଣ୍ଟିଲେ ଯୋଗାଣ ମନ୍ତ୍ରୀ
Article Image
Article Image
ତିର୍ତୋଲ :୧୭/୫ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଠାରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂଆ ହିତାଧିକାରୀ ଙ୍କୁ ବାଣ୍ଟିଲେ ରାସନ କାର୍ଡ lପୂର୍ବସାରକାର ସମୟରୁ ବହୁ ଯୋଗ୍ୟ ହିତାଧିକାରୀ ରାସନ କାଡରୁ ବାଦ ପଡି ଅସୁବିଧା ରସମୁଖୀନ ହେଉଥିବା ବେଳେ ଚଳିତମୋହନ ସରକାର ଏହାର ଗୁରୁତ୍ୱ କୁଉପଲବ୍ଧି କରି ବାସ୍ତବିକ ତଦନ୍ତ କରିଯୋଗ୍ୟ ହିତାଧିକାରୀ ଙ୍କୁ ଚୟନ କରି ରାସନ କାର୍ଡ ରେ ସେମାନଙ୍କ ନା ସାମିଲି କରିଥିଲେ lଆଜି ତିର୍ତୋଲ ବ୍ଲକ ଠାରେ ଏ ନେଇଏକ ଜିଲ୍ଲା ସ୍ତରୀୟ ରାସନ କାର୍ଡ ବଣ୍ଟନ କରାଯାଇ ଥିଲା ରାଜ୍ୟ ଯୋଗାଣ ମନ୍ତ୍ରୀ ମାନ୍ୟବର କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନକରିଥିଲେ ଏହି ସଭାରେ ତିର୍ତୋଲ ବ୍ଲକ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ,ତିର୍ତୋଲ ବ୍ଲକ ଅଧକ୍ଷ ମନୋଜ ବେହେରା, ତିର୍ତୋଲ ବ୍ଲକ ଏମ ଆଇ, ସହକାରୀ ବିଡ଼ିଓ ସତ୍ୟ ଜିତି ସ୍ୱାଇଁ ପ୍ରମୁଖ ଯୋଗ ଦେଇ କାର୍ଡ ବଣ୍ଟନ ରେ ସହଯୋଗ କରି ଥିଲେ,ରିପୋଟ ଶ୍ରୀବତ୍ସ ପାଢ଼ୀ, (ବିକ୍ରମ ଓଡିଶା (