Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜଳଭଣ୍ଡାର ନିର୍ମାଣ ପାଇଁ ଦାବୀ ସମାବେଶ ଶିବିର ର କାର୍ଯ୍ୟ ନିର୍ଘଣ୍ଟ 14

ଜଗତସିଂହପୁର , 18/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଳଭଣ୍ଡାର ନିର୍ମାଣ ପାଇଁ ଦାବୀ ସମାବେଶ ଶିବିର ର କାର୍ଯ୍ୟ ନିର୍ଘଣ୍ଟ~~~~~~~~~~~~~~~
Article Image
ଜଗତସିଂହପୁର /ନିଆଳି ବର୍ତମାନ ନିଆଳି. କଣ୍ଟାପଡ଼ା ଜଗତସିଂହପୁର. ନାଉଗାଁ ସଂଲଗ୍ନ ଅଂଚଳର ଭୁତଳ ଜଳ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି |ଏହାର ନିରାକରଣ ପାଇଁ ଦେଵୀନଦୀ କନ୍ଦଳ ନଦୀରେ. ପ୍ରାଚୀ ନଦୀ ଓ ତଅଁଳା ନଦୀରେ ଚେକ ଡ୍ୟାମ ଓ ଆଡି ବନ୍ଧ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ନିଆଳି ବିଧାୟକ. ଜଗତସିଂହପୁର ବିଧାୟକ ଙ୍କୁ ଦରଖାସ୍ତ ଦିଆଯିବ |ଏଥି ପାଇଁ ପହଙ୍ଗା ବଢ଼େଇ ସାହିକୁତ୍ତାମ ଚଣ୍ଡୀ ମନ୍ଦିର ରେ ଏକସମାବେଶ ଜୁନ 1ତାରିଖ ରବିବାରଅନୁଷ୍ଠିତ ହେବ |ଉକ୍ତ କାର୍ଯ୍ୟକ୍ରମ ନିମ୍ନ ମତେ କରାଯିବାପାଇଁ ପ୍ରସ୍ତୁତି ବୈଠକ ରେ ସ୍ଥିର କରା ଯାଇଛି |ପ୍ରଥମ ଅଧିବେଶନ10ଟା ରୁ ମା କୁତ୍ତାମଚଣ୍ଡୀ ଙ୍କୁ ପୂଜା ଓ 108ଦୀପଦାନ. ଦସ୍ତ ଖତ ଅଭିଯାନ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଇମେଲ |11ଟା.. ସାମ୍ବାଦିକ. ଓକିଲଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା |12ଟାରେ ସଭାକାର୍ଯ୍ୟ ଆରମ୍ଭ. ସାମ୍ବାଦିକ ସମିଳନୀ |2ଟାରେ ମଧ୍ୟାହ୍ନ ଭୋଜନ ବିରତି |2ୟ ଅଧିବେଶନ3ଟା ରୁ 4ଟା ଗଣ ମାଧ୍ୟମ ଜରିଆରେ ଅଂଶ ଗ୍ରହଣ କାରୀମାନଙ୍କ ମତା ମତ ପ୍ରଦାନ |