ତିର୍ତୋଲ, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ବୋଧେଇ ପଂଚାୟତ ରେ ପରାକ୍ରମଶୋଭା ଯାତ୍ରା ଅନୁଷ୍ଠିତ,
ତିର୍ତୋଲ ୧୯/୫ ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ଠାରେ ଅପ ରେସନ ସିନ୍ଦୁର ର ବିଜୟ ନିମନ୍ତେପରାକ୍ରମ ଶୋଭା ଯାତ୍ରା ଶିବ ପ୍ରସାଦ ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି,ଏହି ପରାକ୍ରମ ଶୋଭା ଯାତ୍ରା ସ୍ଥାନୀୟ ଅଂଚଳ ର ଆରାଧ୍ୟ୍ୟ ଦେଵ ପ୍ରଭୁ ନଡ଼ବଡି ଙ୍କ
ପୀଠରୁ ଆରମ୍ଭ କରାଯାଇ ଦିଆନପୁର, ବିକିପୁର, ଇରିକୁଣ୍ଡଳ ଗ୍ରାମ ଓ ନୂଆପୋଖରୀ ବଜ଼ାର ପରୀକ୍ରମା କରାଯାଇ ଥିଲା ଏଥିରେବୋଧେଇ ପଂଚାୟତ ର ସ୍ୱୟଂ ସାହାୟକ ଗୀଷ୍ଟି ର ଏମ ବି କେ,ସି ଆର ପି, ଆଦି ଶତାଧିକ ମହିଳା ଯୋଗ ଦେଇ ବିଜୟ ପରାକ୍ରମ ଶୋଭା ଯାତ୍ରା କୁ ସଫଳ କରିଥିଲେବୋଧେଇ ପଂଚାୟତ ର ପ୍ରମୁଖ ବ୍ୟକ୍ତି ଶ୍ରୀମତୀ ପୁଷ୍ପାଞ୍ଜଳି ମହାନ୍ତି,ଗୋପାଳ ଖଟୁଆ, ସୁରେଶ ଚନ୍ଦ୍ରଯୋଗଣିଆ, ଦିନେଶ ରଣା, ସମରସାମଲ, ସୁରେନ୍ଦ୍ର କୁମାର ମଲ୍ଲିକ, ଶ୍ରୀମତୀ ସାଙ୍ଗମିତ୍ରା ଦାସ, ସ୍ବର୍ଣ୍ଣ ଲତା ସାହୁ ଙ୍କ ନେତୃତ୍ୱ ଏହି ଶୋଭା ଯାତ୍ରାକୁ ସଫଳ କରି ଥିଲା,ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, (ବିକ୍ରମଓଡିଶା )