Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଓଷ୍ଟା ପକ୍ଷରୁ ନାଉଗାଁ ବ୍ଳକ ନୁତନ ଶିକ୍ଷା ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା। 2

ନାଉଗାଁ, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ଓଷ୍ଟା ପକ୍ଷରୁ ନାଉଗାଁ ବ୍ଳକ ନୁତନ ଶିକ୍ଷା ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା।
Article Image
ନାଉଗାଁ ୧୯/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକରେ ନୁତନ ଭାବେ ଯୋଗଦେଇ ଥିବା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ରାଉତଙ୍କୁ ନାଉଗାଁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଏ‌ହି ଅବସରରେ ନାଉଗାଁ ବ୍ଳକ ଓଷ୍ଟା ସଭାପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ଲେଙ୍କା, ସମ୍ପାଦକ ହିମାଂଶୁ କୁମାର ମହାନ୍ତି,ଓଷ୍ଟା ଜିଲ୍ଲା ଉପଦେଷ୍ଟା ନିରଜ୍ଞନ ମହାନ୍ତି, ଉପଦେଷ୍ଟା ନିରଦ କୁମାର ସ୍ବାଇଁ, ନୃସିଂହ ଚରଣ ରାଉତ,ଶରତ କୁମାର ରାଉତ,ଆର୍ଦଶ ଦାସ,ମାନସ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ସ୍ବାଇଁ,ପ୍ରଭୁଦତ ଦାଶ, ପ୍ରଶାନ୍ତ କୁମାର ଦାସ,ସୁଧିର କୁମାର ବିଶ୍ଵାଳ, ପତନ ପ୍ରଧାନ,ବିଜୟ କାର୍ଯି,ବୁଲାକି ମଲ୍ଲିକ ପ୍ରମୁଖ ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଧିକାରୀ ରାଉତ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।