Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବେଗୁନିଆ ରେ ଯୋଗଦେବେ ନୂଆ ବିଡ଼ିଓ 4

ବେଗୁନିଆ, 20/05/2025, ବିକ୍ରମ ଓଡ଼ିଶା ନିୟୁଜ: ବେଗୁନିଆ ରେ ଯୋଗଦେବେ ନୂଆ ବିଡ଼ିଓବେଗୁନିଆ - ୧୯/୦୫ -ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ରାଙ୍କ ସଂଖ୍ୟା ୧୨୯୨୪/୧୯.୦୫.୨୦୨୫ ଅନୁସାରେ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରଜାଇଛି । ସେହି କ୍ରମ ରେ କିଛି ଦିନ ହେଲା ଖାଲି ପଡ଼ିଥିବା ବେଗୁନିଆ ବିଡ଼ିଓ ପଦବୀ ପୂରଣ ହୋଇଛି । ବେଗୁନିଆ ବିଡ଼ିଓ ଭାବେ ସନ୍ତୋଷ କୁମାର ଜେନା ଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଖୁବ୍ ଶୀଘ୍ର କାର୍ଯ୍ୟ ରେ ଯୋଗଦେବେ ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ ପୂର୍ବତନ ବିଡ଼ିଓ ଲକ୍ଷ୍ମୀଧର ସାହୁ ଙ୍କ ଅବସର ପରେ ଭରlପ୍ରlପ୍ତ ବିଡ଼ିଓ ଦାୟୀତ୍ୱ ତୁଲାଉଥିଲେ ଖୋରଧା ବିଡ଼ିଓ ।
Article Image
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ