Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 21/05/2025, ବିକ୍ରମ ଓଡ଼ିଶା ନିୟୁଜ: ବିଧାୟକଙ୍କ ଦ୍ୱାରା ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ l
: ନାଉଗାଁ ୨୧/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ,ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଜଳ ସମ୍ପଦ ଓ ଜଳ ନିଷ୍କାସନ ବିଭାଗ ଦ୍ୱାରା ନାଉଗାଁ ପଞ୍ଚାୟତ ସ୍ଥିତ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ଵ ଆଡି ବନ୍ଧରେ ସିତୁରା ଗାଁ ନିକଟରେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବାକୁ ଥିବା ସ୍ରୋତ କବାଟ ନିମନ୍ତେ ଆଜି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଛି l ଏହି ଅବସରରେ ଉକ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିପ୍ଳବ କିଶୋର ସାହୁ,ନାଉଗାଁ ପଞ୍ଚାୟତ ସରପଞ୍ଚ ପ୍ରାଚୀ ସାଗରିକା ଜେନା, ସମିତି ସଭ୍ୟା ମାନସୀ ଲେଙ୍କା,ଅଶୋକ ମହାନ୍ତି, ପ୍ରଭୁଚରଣ ଦାସ, ଅଲେଖ ସାହୁ, ସନ୍ତୋଷ ଦାସ,ଲଲାଟ କିଶୋର ଲେଙ୍କା,ଜିତେନ୍ଦ୍ର ନାୟକ, ଦୀନବନ୍ଧୁ ଦାସ,ଅଭୟ ଲେଙ୍କା,ବିସ୍ମୟାନନ୍ଦ ସ୍ବାଇଁ ଉପସ୍ଥିତ ରହିଥିବା ର ଦେଖିବାକୁ ମିଳିଛି l