Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ( ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ ଦି ସ୍କଲାର କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନଙ୍କ ଅଦ୍ଭୁକ୍ତ ପୂର୍ବ ସଫଳତା)ଜଗତସିଂହପୁର
ତା =23/5/25ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ବଡ଼ବଜାର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍କଲାର କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଦ୍ଭୁତ ପୂର୍ବ ସଫଳତା ଅର୍ଜନ କରିଥିବାରୁ ଦି ସ୍କଲାର କୋଚିଂ ସେଣ୍ଟର ନିର୍ଦେଶକ ଦିଲ୍ଲୀପ କୁମାର ଜେନା ତତ୍ଵାବଧାନ ରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା | ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ ସର୍ବାଧିକ ନବେ ପ୍ରତିଶତ ନମ୍ବର ରଖୀ କୃତକାର୍ଯ୍ୟ ହୋଇଥିବା ଶୁଭ୍ରଦୀପା ସେଠୀ |ଆଦିତ୍ୟ ସାହୁ | ଦିବ୍ୟ ରଞ୍ଜନ ବେହେରା | ବର୍ଷା ପ୍ରିୟ ଦର୍ଶନୀ ସ୍ୱାଇଁ ଏବଂ ପନ୍ଦର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଞ୍ଚ ସହ ରୁ ଉର୍ଦ୍ଧ ନମ୍ବର ରଖୀ ଦ ସ୍କଲାର କୋଚିଂ ସେଣ୍ଟର କୁ ଗୌରବନ୍ୱିତ କରିଥିବାରୁ
ଅନୁଷ୍ଠାନ ପକ୍ଷରୁ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଛ ଏବଂ କିଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ