Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଜନୀତି ବିଜ୍ଞାନ ରେ ତ୍ରୁଟିପୂର୍ଣ୍ଣ ମୁଲୟନ କୁ ନେଇ ଅଧ୍ୟକ୍ଷ ଙ୍କୁ ଦାବିପତ୍ର ପ୍ରଦାନ l
ନାଉଗାଁ ୨୩/୦୫/ନାଉଗାଁ ବିକ୍ରମ ଓଡିଶା ନିୟଜୁ,ରାଜନୀତି ବିଜ୍ଞାନ ପରୀକ୍ଷା ରେ ଖାତା ଦେଖା ରେ ତ୍ରୁଟି,ପୃର୍ଣ ମୁଲୟନ କୁ ନେଇ କଲେଜ ଅଧ୍ୟକ୍ଷ ଙ୍କ ନିକଟରେ ଅଭିଯୋଗ ଆଣିଲେ ଛାତ୍ରୀ l ସୂଚନା ମୁତାବକ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ବିଭାଗ ରେ ଅଧୟନ କରୁଥିବା ଛାତ୍ରୀ ବର୍ଷା ପ୍ରିୟ ଦର୍ଶିନୀ ଭୋଇ ଙ୍କର ଦ୍ୱିତୀୟ ବର୍ଷ ଯୁକ୍ତ ଦୁଇ କଳା ବିଭାଗ ର ରାଜନୀତି ବିଜ୍ଞାନ ର ଇଣ୍ଟେରନାଲ ପରୀକ୍ଷା ରେ ଆକ୍ରୋଶ ମୂଳକ ଭାବେ ସାତ ମାର୍କ ଦିଆ ଯାଇଥିଲା l ଯାହା ଫଳରେ ତାଙ୍କ ଯୁକ୍ତ ଦୁଇ କଳା ର ବାର୍ଷିକ ପରୀକ୍ଷା ରେ ଏହି ମାର୍କ ଆଧାରରେ ଅନ୍ୟ ବିଭାଗ ରେ ଭଲ ମାର୍କ ରହିଥିଲେ ମଧ୍ୟ ମୋଟ ମାର୍କ ରୁ ଶତକଡା କମି ଯାଇଥିଲା l ଯେଉଁଥିରେ ସେ ମର୍ମାହତ ହୋଇ, ଏହାର ପୁନଶ୍ଚ ଉକ୍ତ ବିଷୟ କୁ ବିଚାରକୁ ନିଆ ଯିବା ସହିତ ଖାତା ର ଏକ ନକଲ ପ୍ରଦାନ କରିବା ନିମନ୍ତେ ଏକ ଅଭିଯୋଗ କଲେଜ ଅଧ୍ୟକ୍ଷ ଙ୍କୁ ଛାତ୍ରୀ ପ୍ରଦାନ କରିଛନ୍ତି l