Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପାରିବାରିକ କଳହ କୁ ନେଇ ଯୁବକ ର ଆତ୍ମହତ୍ୟା, ପୋଲିସ ର ଅପମୃତ୍ୟ ମାମଲା ରୁଜୁ l 2

ନାଉଗାଁ, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ପାରିବାରିକ କଳହ କୁ ନେଇ ଯୁବକ ର ଆତ୍ମହତ୍ୟା, ପୋଲିସ ର ଅପମୃତ୍ୟ ମାମଲା ରୁଜୁ l
Article Image
ନାଉଗାଁ ୨୩/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ,ସୂଚନା ମୁତାବକ ନାଉଗାଁ ଥାନାଅଞ୍ଚଳ ର ତିରୁଣା ଗ୍ରାମରେ ଭରତ ଚନ୍ଦ୍ର ବେହେରା ଙ୍କର 30 ବର୍ଷୀୟ ପୁଅ ସନ୍ତୋଷ ବେହେରା ପାରିବାରିକ କଳହ କୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତ୍ରିରେ ବେକରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ, ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l ଅନ୍ୟପଟେ ଏହାର ସୂଚନା ପାଇବା ପରେ ନାଉଗାଁ ପୋଲିସ ମେଡିକାଲ ରେ ପହଂଚି ମୃତ ଦେହ କୁ ଜବତ କରି ଜିଲ୍ଲା ସଦର ମହକୁମା କୁ ପଠାଇ ବା ସହିତ ଏକ ଅପମୃତ୍ୟ ମାମଲା ଠ୮/୨୫ ରୁଜୁ କରିଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି l
Article Image